ଦେବାଶିଷ ଓ ବଟକୃଷ୍ଣ ପାଇବେ ଯୁବ ଓ ବାଲ୍ ସାହିତ୍ୟ ପୁରସ୍କାର

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଲ ସାହିତ୍ୟ ପୁରସ୍କାର ଆଜି ଘୋଷଣା କରାଯାଇଛି। ୨୦୧୬ ବର୍ଷ ପାଇଁ ଜଣାଶୁଣା ଯୁବ କବି ଜ୍ଞାନୀ ଦେବାଶିଷ  ମିଶ୍ର ଯୁବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। ତାଙ୍କ କବିତା ପୁସ୍ତକ “ବାଗ୍” ପାଇଁ  ସେ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପୁରସ୍କାର ବାବଦରେ ସେ ନଗଦ ୫୦ ହଜାର ଟଙ୍କା ଓ ଉପଢ଼ୌକନ ପାଇବେ । ସେହିପରି ଚଳିତ ବର୍ଷର ସମ୍ମାନଜନକ […]

gyani dabashis mishra

gyani dabashis mishra

Rakesh Mallick
  • Published: Thursday, 16 June 2016
  • Updated: 16 June 2016, 02:37 PM IST

Sports

Latest News

book -bagଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଲ ସାହିତ୍ୟ ପୁରସ୍କାର ଆଜି ଘୋଷଣା କରାଯାଇଛି। ୨୦୧୬ ବର୍ଷ ପାଇଁ ଜଣାଶୁଣା ଯୁବ କବି ଜ୍ଞାନୀ ଦେବାଶିଷ  ମିଶ୍ର ଯୁବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। ତାଙ୍କ କବିତା ପୁସ୍ତକ “ବାଗ୍” ପାଇଁ  ସେ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପୁରସ୍କାର ବାବଦରେ ସେ ନଗଦ ୫୦ ହଜାର ଟଙ୍କା ଓ ଉପଢ଼ୌକନ ପାଇବେ ।

ସେହିପରି ଚଳିତ ବର୍ଷର ସମ୍ମାନଜନକ ବାଲ୍ ସାହିତ୍ୟ ପୁରସ୍କାର ପାଇବାକୁ  ଶିଶୁ ସାହିତ୍ୟିକ ବଟକୃଷ୍ଣ ଓଝା ଯୋଗ୍ୟ  ବିବେଚିତ ହୋଇଛନ୍ତି। ଓଡ଼ିଆ ଶିଶୁ ସାହିତ୍ୟରେ ତାଙ୍କ ସାମଗ୍ରିକ କୃତି ପାଇଁ  ତାଙ୍କୁ ଏହି ପୁରସ୍କାର ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos