ଦାବି ପୂରଣ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ

ଭୁବନେଶ୍ୱର: ପୂର୍ଣ୍ଣ ଅନୁଦାନ ଦାବିରେ ଆନ୍ଦୋଳନ ଜାରି ରଖିଥିବା ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ସଂଘ ଆନ୍ଦୋଳନ ସ୍ଥଗିତ କରିଛି। ଆଜି ସଂଧ୍ୟା ସୁଦ୍ଧା ସେମାନଙ୍କ ଦାବି ପୂରଣ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଥିବା କହିଛି ମହାସଂଘ। ତା’ସହ ଆଜିଠାରୁ ସେମାନେ ସ୍କୁଲକୁ ଯାଇ ପାଠପଢ଼ାଇବେ ବୋଲି ମହାସଂଘ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛି। ଅନ୍ୟପକ୍ଷରେ ଦାବି ପୂରଣ ନ ହେଲେ ଆସନ୍ତା ୩୦ ତାରିଖରେ ସଚିବାଳୟ […]

odisha teacher

odisha teacher

Rakesh Mallick
  • Published: Thursday, 24 September 2015
  • Updated: 24 September 2015, 12:21 PM IST

Sports

Latest News

ଭୁବନେଶ୍ୱର: ପୂର୍ଣ୍ଣ ଅନୁଦାନ ଦାବିରେ ଆନ୍ଦୋଳନ ଜାରି ରଖିଥିବା ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ସଂଘ ଆନ୍ଦୋଳନ ସ୍ଥଗିତ କରିଛି। ଆଜି ସଂଧ୍ୟା ସୁଦ୍ଧା ସେମାନଙ୍କ ଦାବି ପୂରଣ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଥିବା କହିଛି ମହାସଂଘ। ତା'ସହ ଆଜିଠାରୁ ସେମାନେ ସ୍କୁଲକୁ ଯାଇ ପାଠପଢ଼ାଇବେ ବୋଲି ମହାସଂଘ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛି।
ଅନ୍ୟପକ୍ଷରେ ଦାବି ପୂରଣ ନ ହେଲେ ଆସନ୍ତା ୩୦ ତାରିଖରେ ସଚିବାଳୟ ଘେରାଉ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ୪ହଜାର ସ୍କୁଲର ପ୍ରାୟ ୪୦ ହଜାର ଶିକ୍ଷକ ଆନ୍ଦୋଳନ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos