ସଫେଇ କର୍ମଚାରୀଙ୍କ ପାଦ ଧୋଇଲେ ବିଧାୟକ, ଦେଖନ୍ତୁ ଭିଡିଓ

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ଯିଏ ସହରର ଗଳିକନ୍ଦି ସଫା କରିବା କାମରେ ଲାଗି ପଡ଼ନ୍ତି, ସେମାନେ କିନ୍ତୁ ନିଜେ ଅବହେଳିତ। ସେମାନଙ୍କ ବିଷୟରେ ଭାବିବାକୁ କାହା ପାଖରେ ସମୟ ନ ଥାଏ।  ସହରର ଅଳିଆ ଆବର୍ଜନାକୁ ସଫା କରିବା ଦାୟିତ୍ୱ ନିଜ ମୁଣ୍ଡକୁ ନେଇଥିବା ସଫେଇ କର୍ମଚାରୀଙ୍କୁ ସାଧାରଣତଃ ସମସ୍ତେ ଭଲ ଦୃଷ୍ଟିରେ ଦେଖି ନ ଥାନ୍ତି। କିନ୍ତୁ ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଏଥିରେ ଦେଖାଦେଇଛି ବ୍ୟତିକ୍ରମ। ଏପରି ସଫେଇ କର୍ମଚାରୀଙ୍କ ପାଦ ଧୋଇ ସେମାନଙ୍କୁ […]

BJD.jpg000

BJD.jpg000

Tapaswini Nayak
  • Published: Monday, 30 September 2019
  • Updated: 30 September 2019, 11:12 AM IST

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ଯିଏ ସହରର ଗଳିକନ୍ଦି ସଫା କରିବା କାମରେ ଲାଗି ପଡ଼ନ୍ତି, ସେମାନେ କିନ୍ତୁ ନିଜେ ଅବହେଳିତ। ସେମାନଙ୍କ ବିଷୟରେ ଭାବିବାକୁ କାହା ପାଖରେ ସମୟ ନ ଥାଏ।  ସହରର ଅଳିଆ ଆବର୍ଜନାକୁ ସଫା କରିବା ଦାୟିତ୍ୱ ନିଜ ମୁଣ୍ଡକୁ ନେଇଥିବା ସଫେଇ କର୍ମଚାରୀଙ୍କୁ ସାଧାରଣତଃ ସମସ୍ତେ ଭଲ ଦୃଷ୍ଟିରେ ଦେଖି ନ ଥାନ୍ତି। କିନ୍ତୁ ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଏଥିରେ ଦେଖାଦେଇଛି ବ୍ୟତିକ୍ରମ।

ଏପରି ସଫେଇ କର୍ମଚାରୀଙ୍କ ପାଦ ଧୋଇ ସେମାନଙ୍କୁ ସମ୍ମାନିତ କରିଛନ୍ତି ଖୋଦ ବିଧାୟକ। ସୋଶାଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ଏବେ ଚର୍ଚ୍ଚାରେ ଅଛନ୍ତି ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ।

ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଗତକାଲି ଡାବୁଗାଁରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ବିଧାୟକ ମନୋହର ରାନ୍ଧାରୀ ଯୋଗ ଦେଇଥିଲେ। ଏହି ଅବସରରେ ପାପାଡ଼ାହାଣ୍ଡି ଓ ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଝାଡ଼ୁଦାର ତୁଳସା ଭତରା, ସୁନାମଣି ନାୟକ, ଯୁଗ ସିକ୍ରି ଓ ଦିଲୀପ ହରିଜନଙ୍କ ଗୋଡ ଧୋଇ ବିଧାୟକ ସମ୍ମାନିତ କରିଥିଲେ।

https://youtu.be/C3L6mOQCx44

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story