ଭୁବନେଶ୍ୱର: ମଞ୍ଚେଶ୍ୱର ଶିଳ୍ପାନୁଷ୍ଠାନରେ ଆରମ୍ଭ ହେଲା ଦକ୍ଷତା ବିକାଶ ସଂସ୍ଥାନ

ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାନୁଷ୍ଠାନ ପରିସରରେ ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ବା ଦକ୍ଷତା ବିକାଶ ସଂସ୍ଥାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଏହି କେନ୍ଦ୍ରରେ ମାଟ୍ରିକ କିମ୍ବା  ଆଇଟିଆଇ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କୁ ୱେଲଡିଂ ଓ ଇଲେକ୍ଟ୍ରିସିଆନ ବିଭାଗରେ ପ୍ରଶିକ୍ଷଣ ଦିଆଯିବ। ଦକ୍ଷତା ବିକାଶ ନେଇ ପ୍ରତି ବିଭାଗରେ ୪୫ ଜଣ ଲେଖାଏଁ ଛାତ୍ରଛାତ୍ରୀ ଟ୍ରେନିଂ ନେବାର […]

nabin

nabin

Rakesh Mallick
  • Published: Monday, 09 May 2016
  • Updated: 09 May 2016, 05:47 PM IST

ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାନୁଷ୍ଠାନ ପରିସରରେ ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ବା ଦକ୍ଷତା ବିକାଶ ସଂସ୍ଥାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

ଏହି କେନ୍ଦ୍ରରେ ମାଟ୍ରିକ କିମ୍ବା  ଆଇଟିଆଇ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କୁ ୱେଲଡିଂ ଓ ଇଲେକ୍ଟ୍ରିସିଆନ ବିଭାଗରେ ପ୍ରଶିକ୍ଷଣ ଦିଆଯିବ। ଦକ୍ଷତା ବିକାଶ ନେଇ ପ୍ରତି ବିଭାଗରେ ୪୫ ଜଣ ଲେଖାଏଁ ଛାତ୍ରଛାତ୍ରୀ ଟ୍ରେନିଂ ନେବାର ବ୍ୟବସ୍ଥା ରହିଛି। ଟ୍ରେନିଂ ଅବଧି ୬ ମାସ ରହିଥିବା ବେଳେ ପ୍ରଥମ ପ୍ରର୍ଯ୍ୟାୟରେ ରାଜ୍ୟର ୧୬ଟି ଜିଲ୍ଲାରୁ ୯୦ ଜଣ ଛାତ୍ରଛାତ୍ରୀ ଏଥିରେ ଟ୍ରେନିଂ ନେବେ। ପ୍ରଶିକ୍ଷଣ ପରେ ସମସ୍ତଙ୍କୁ ନିଯୁକ୍ତି ମିଳିବ। ବିଶେଷ କରି ୩୦ ଜଣଙ୍କୁ ବିଦେଶରେ ନିଯୁକ୍ତି ଦିଆଯିବ।

କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ମିଶନକୁ ଲକ୍ଷ୍ୟ ରଖି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story