ବେପାରୀ ବିକୁଛନ୍ତି ବ୍ୟାନ୍‌ ହୋଇଥିବା ଡାଲି, ଖାଇଲେ ହେବ ପାରାଲିସିସ୍

କଟକ(ଓଡ଼ିଶା ରିପୋର୍ଟର): ୧୯୬୧ ମସିହାରୁ ସରକାର ବ୍ୟାନ୍ କରିଥିବା ଖେସାରି ଡାଲିକୁ ହରଡ ଡାଲିରେ ମିଶାଇ ବେପାରୀ ବିକୁଥିବା ଅଭିଯୋଗ ହୋଇଥିଲା। ଗତକାଲି ଦୁଇଟି ଡାଲି ଗୋଦାମରେ ଚଢ଼ାଉ କରି  ୪୦କୁଇଣ୍ଟାଲ ଅପମିଶ୍ରିତ ଡାଲି ଜବତ କରାଯାଇଛି। ଏହି  ଘଟଣାରେ ଦୁଇ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଗତକାଲି  କଟକ ମାଲଗୋଦାମରେ ଥିବା ୨ଟି ଡାଲି ଗୋଦାମରେ କମିଶନରେଟ୍ ପୁଲିସ ଓ କଟକ ମହାନଗର ନିଗମ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା। ଚଢ଼ାଉ […]

Dal

Dal

Tapaswini Nayak
  • Published: Thursday, 09 December 2021
  • Updated: 09 December 2021, 10:43 AM IST

କଟକ(ଓଡ଼ିଶା ରିପୋର୍ଟର): ୧୯୬୧ ମସିହାରୁ ସରକାର ବ୍ୟାନ୍ କରିଥିବା ଖେସାରି ଡାଲିକୁ ହରଡ ଡାଲିରେ ମିଶାଇ ବେପାରୀ ବିକୁଥିବା ଅଭିଯୋଗ ହୋଇଥିଲା। ଗତକାଲି ଦୁଇଟି ଡାଲି ଗୋଦାମରେ ଚଢ଼ାଉ କରି  ୪୦କୁଇଣ୍ଟାଲ ଅପମିଶ୍ରିତ ଡାଲି ଜବତ କରାଯାଇଛି। ଏହି  ଘଟଣାରେ ଦୁଇ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଗତକାଲି  କଟକ ମାଲଗୋଦାମରେ ଥିବା ୨ଟି ଡାଲି ଗୋଦାମରେ କମିଶନରେଟ୍ ପୁଲିସ ଓ କଟକ ମହାନଗର ନିଗମ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା। ଚଢ଼ାଉ ବେଳେ ଡାଲି ଗୋଦାମରୁ ୪୦କୁଇଣ୍ଟାଲ ଅପମିଶ୍ରିତ ଡାଲି ଜବତ କରାଯାଇଥିଲା।

ଏସବୁ ଗୋଦାମରେ ସରକାର ବ୍ୟାନ୍ କରିଥିବା ଖେସାରି ଡାଲିକୁ ହରଡ ଡାଲିରେ ମିଶାଇ ବିକ୍ରି କରାଯାଉଥିବାର ଅଭିଯୋଗ ଆସିଥିଲା। ସେହି ଅଭିଯୋଗ ଆଧାରରେ ପୁଲିସ ଟିମ ସହ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ନିରାପତ୍ତା ଅଧିକାରୀ ମିଳିତ ଚଢାଉ କରିଥିଲେ।  ଦୁଇଟି  ଗୋଦାମରୁ ଜବତ ଡାଲିକୁ ସିଏମସି ଟିମ୍ ପକ୍ଷରୁ ଭୁବନେଶ୍ୱର ଠାରେ ଥିବା ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଛି। ଅପମିଶ୍ରଣ କରୁଥିବା ଖେସାରି ଡାଲି କେଉଁଠାରୁ ଆସୁଛି ଏନେଇ ଅଧିକ ଖୋଳତାଡ଼ ଚଳାଇଛି  ପୁଲିସ।

ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି, ୧୯୬୧ ମସିହାରୁ ସରକାର ବ୍ୟାନ୍ କରିଥିବା ଖେସାରି ଡାଲିକୁ ହରଡ ଡାଲିରେ ମିଶାଇ ବିକ୍ରି କରାଯାଉଥିବାର ଅଭିଯୋଗରେ  ଦୁଇଟି ଡାଲି ଗୋଦାମରେ ଚଢ଼ାଉ କରାଯାଇଛି। ଏହି ଅପମିଶ୍ରିତ ଡାଲି  ଖାଇଲେ ସ୍ନାୟୁ ଜନିତ ରୋଗ ହେବା ସହ  ପାରାଲିସିସ୍  ହେବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story