ରାଗିଗଲେ ଦାମ... କ’ଣ କହିଲେ ଶୁଣନ୍ତୁ

ଭୁବନେଶ୍ୱର: ନିଜ ତୁଣ୍ଡ ପାଇଁ ରାଜ୍ୟ ରାଜନୀତିରେ ପ୍ରସିଦ୍ଧି ଅର୍ଜନ କରିଥିବା ମନ୍ତ୍ରୀ ଦାମୋଦର ରାଉତଙ୍କ ଚିଡ୍‌ଚିଡା ସ୍ୱଭାବ ଦିନକୁ ଦିନ ବଢିବାରେ ଲାଗିଛି। ବୟସ ବଢିବା ସଙ୍ଗେ ସଙ୍ଗେ ଦାମଙ୍କ ଚିଡା ସ୍ୱଭାବ ବି ବଢୁଛି । ଅବଶ୍ୟ ଏଇ ସ୍ୱଭାବ ତାଙ୍କୁ ଆଜି ଓଡିଶା ରାଜନୀତିର ୧ ନଂ. ଚର୍ଚ୍ଚିତ ବ୍ୟକ୍ତିତ୍ୱ କରି ଛିଡା କରିଛି, ଏ କଥା କହିଲେ ଅତ୍ୟୁକ୍ତି ହେବନି। ଏମିତି ଘଟଣାକ୍ରମରେ ଆଉ ଗୋଟିଏ ଫର୍ଦ୍ଦ ଯୋଡିଛି ବୁଧବାରର ଘଟଣା। […]

Dama Rout

Dama Rout

Rakesh Mallick
  • Published: Wednesday, 01 November 2017
  • Updated: 02 November 2017, 08:52 AM IST

Sports

Latest News

ଭୁବନେଶ୍ୱର: ନିଜ ତୁଣ୍ଡ ପାଇଁ ରାଜ୍ୟ ରାଜନୀତିରେ ପ୍ରସିଦ୍ଧି ଅର୍ଜନ କରିଥିବା ମନ୍ତ୍ରୀ ଦାମୋଦର ରାଉତଙ୍କ ଚିଡ୍‌ଚିଡା ସ୍ୱଭାବ ଦିନକୁ ଦିନ ବଢିବାରେ ଲାଗିଛି। ବୟସ ବଢିବା ସଙ୍ଗେ ସଙ୍ଗେ ଦାମଙ୍କ ଚିଡା ସ୍ୱଭାବ ବି ବଢୁଛି । ଅବଶ୍ୟ ଏଇ ସ୍ୱଭାବ ତାଙ୍କୁ ଆଜି ଓଡିଶା ରାଜନୀତିର ୧ ନଂ. ଚର୍ଚ୍ଚିତ ବ୍ୟକ୍ତିତ୍ୱ କରି ଛିଡା କରିଛି, ଏ କଥା କହିଲେ ଅତ୍ୟୁକ୍ତି ହେବନି।

ଏମିତି ଘଟଣାକ୍ରମରେ ଆଉ ଗୋଟିଏ ଫର୍ଦ୍ଦ ଯୋଡିଛି ବୁଧବାରର ଘଟଣା। ସଚିବାଳୟର ଶୀତତାପ ନିୟନ୍ତ୍ରିତ କୋଠରୀ ବି ଦାମଙ୍କ ତତଲା ସ୍ୱଭାବକୁ ଥଣ୍ଡା କରିପାରୁନି ଏ କଥା ପୁଣିଥରେ ପ୍ରମାଣିତ ହୋଇଛି। ଏଠି ବି କଥା କଥାରେ ଚିଡୁଛନ୍ତି ସିଏ। ସମ୍ପ୍ରତି ରାଜ୍ୟରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ବୁଧବାର ତାଙ୍କୁ ଘେରିଥିଲେ ଗଣମାଧ୍ୟମର ପ୍ରତିନିଧିମାନେ। ବରଗଡ ଜିଲାର ଚାଷୀ ବୃନ୍ଦାବନ ସାହୁ ଆତ୍ମହତ୍ୟା ଘଟଣାକୁ ମନ୍ତ୍ରୀ ମହୋଦୟ ସ୍ୱୀକାର କରୁଛନ୍ତି କି ନାହିଁ ବୋଲି ହଠାତ୍‌ ଗଣମାଧ୍ୟମର ଜଣେ ପ୍ରତିନିଧି ପ୍ରଶ୍ନ ପଚାରି ପକାଇଲେ । ବାସ୍ ଏତିକି ଶୁଣୁ ଶୁଣୁ ଦାମ ବାବୁ ପୁରା ଖପା । ବସିଥିବା ଚେୟାର ଉପରୁ ଉହୁଁକି ଆସି  ସାର୍‌ ପ୍ରଶ୍ନକର୍ତ୍ତ ସାମ୍ବାଦିକଙ୍କ ଉପରେ ବର୍ଷିବାକୁ ଲାଗିଲେ।

ଆହୁରି ମଧ୍ୟ ପଢନ୍ତୁ: ଏମିତି ଭଦ୍ର ଆମ ମନ୍ତ୍ରୀ: ଯାହାଙ୍କ ଭାଷଣ ଶୁଣି ମୁହଁରେ ହାତ ଦେଲେ ମହିଳା, ଦେଖନ୍ତୁ ଭିଡିଓ

“କାହିଁ ଏମିତି ଅଖାଡୁଆ ପ୍ରଶ୍ନ କରୁଛନ୍ତି । ବୃନ୍ଦାବନ ସାହୁ କିଏ ଆପଣ ଜାଣିଛନ୍ତି ? ନାଁ ଆପଣ ତା ଘର କୋଉଠି କହିପାରିବେ !” ଏମିତି ପ୍ରଶ୍ନବାଣରେ ସେ ନିଜ କଥା କହିଥିଲେ । ଯାହାକୁ ଶୁଣି ଉପସ୍ଥିତ ସାମ୍ବାଦିକମାନେ ଅନ୍ୟ ପ୍ରଶ୍ନ ପଚାରି ପରିସ୍ଥିତିକୁ ସୁଧାରି ନେଇଥିଲେ । ଅବଶ୍ୟ ବାହାରେ ଏହି ଘଟଣାକୁ ନେଇ ଭାରି ଚର୍ଚ୍ଚା ହୋଇଥିଲ। ‘ଦାମ ବାବୁଙ୍କ ଟିଙ୍ଗା ଗୁଣ କେବେ ଛାଡିବନି’ ବୋଲି ସାମ୍ବାଦିକମାନେ କହିଥିଲେ ।

https://www.youtube.com/watch?v=vkaUtcJShDE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story