ଦାମୋଦର ମହାସୁଆରଙ୍କୁ ତୁରନ୍ତ ଗିରଫ କରାଯାଉ: ବିଶ୍ୱ ହିନ୍ଦୁ ପରିଷଦ

ଭୁବନେଶ୍ୱର: ଶ୍ରୀଜୀଉଙ୍କ ନୀଳାଦ୍ରିବିଜେ ବେଳେ ବିଶୃଙ୍ଖଳା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଆର ମହାସୁଆର ନିଯୋଗର ସମ୍ପାଦକ ଦାମୋଦର ମହାସୁଆରଙ୍କୁ ତୁରନ୍ତ ଗିରଫ କରିବାକୁ ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦର ଓଡ଼ିଶା ଶାଖାର କାର୍ଯ୍ୟକାରୀ ଅଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକ ଦାବି କରିଛନ୍ତି । ସେ କହିଛନ୍ତି,“ରଥ ଯାତ୍ରା ପୂର୍ବରୁ ଆମେ ଦାବି କରିଥିଲୁ ଜଗୁନିଙ୍କୁ ତୁରନ୍ତ ଗିରଫ କରାଯାଉ,କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ନାହିଁ। ସେହିଭଳି ଗଜପତି ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ […]

vhp

vhp

Rakesh Mallick
  • Published: Friday, 22 July 2016
  • Updated: 22 July 2016, 03:17 PM IST

Sports

Latest News

ଭୁବନେଶ୍ୱର: ଶ୍ରୀଜୀଉଙ୍କ ନୀଳାଦ୍ରିବିଜେ ବେଳେ ବିଶୃଙ୍ଖଳା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଆର ମହାସୁଆର ନିଯୋଗର ସମ୍ପାଦକ ଦାମୋଦର ମହାସୁଆରଙ୍କୁ ତୁରନ୍ତ ଗିରଫ କରିବାକୁ ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦର ଓଡ଼ିଶା ଶାଖାର କାର୍ଯ୍ୟକାରୀ ଅଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକ ଦାବି କରିଛନ୍ତି ।

ସେ କହିଛନ୍ତି,“ରଥ ଯାତ୍ରା ପୂର୍ବରୁ ଆମେ ଦାବି କରିଥିଲୁ ଜଗୁନିଙ୍କୁ ତୁରନ୍ତ ଗିରଫ କରାଯାଉ,କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ନାହିଁ। ସେହିଭଳି ଗଜପତି ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ଜଗୁନି  ଗଣମାଧ୍ୟମରେ ଦେଇଥିବା ମନ୍ତବ୍ୟ ଉପରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ତେଣୁ ନୈତିକତା ଦୃଷ୍ଟିରୁ ଆଇନମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦେବା ସହ ମୁଖ୍ୟପ୍ରଶାସକ ସୁରେଶ ମହାପାତ୍ରଙ୍କୁ  ତୁରନ୍ତ ବହିଷ୍କାର କରିବା ଉଚିତ। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story