ଧାମରାରୁ ରାଜନଗର ମଧ୍ୟରେ ଜାହାଜ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ

କେନ୍ଦ୍ରପଡ଼ା: ଜାତୀୟ ଜଳପଥ ଯୋଜନାରେ ଧାମରାରୁ ରାଜନଗର ମଧ୍ୟରେ ଜାହାଜ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ସର୍ବେକ୍ଷଣ ଓ ଅନୁସନ୍ଧାନ ପ୍ରକ୍ରିୟା ଜାରି ରହିଛି। ପଶ୍ଚିମବଙ୍ଗରୁ ଆସି ଧାମରାରେ ପହଞ୍ଚିଥିବା ଜାହାଜ ଏମଭି ଲାଲବାହାଦୁର ଶାସ୍ତ୍ରୀ ଜୟନଗର ଓ ମଙ୍ଗଳା ଗଡ଼ି ଦେଇ ରାଜନଗରରେ ଲାଗିଛି। ଏହାପରେ ଆଳି ଦେଇ ପଦନୀପାଳ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେଠାରୁ ଜାହାଜଟି ଧାମରା ଯିବ କି ପଶ୍ଚିମବଙ୍ଗ ଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। କେନ୍ଦ୍ର ଜଳ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ଏବଂ ଯୋଜନାରେ ଜଳପଥ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଆହୁରି ପଢ଼ନ୍ତୁ

ବିଜେଡିର ଛାୟା କ୍ୟାବିନେଟ୍‌: ମନ୍ତ୍ରୀଙ୍କୁ ଭରସା ପାଉନି ନା ନେତାଙ୍କୁ ଲଲିପପ୍‌?

୨୦ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ୍‌ କଲେଜରେ ମିଳିବ ଟେଲିମେଡିସନ୍‌ ସେବା

ଆଜି ଏଠାରୁ ଯାଉଛି କାଲି ଆଉ କେଉଁଠି ଦେଖା ହେବ…

ସୁସ୍ଥ ହେଲେ ୪୦୧ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଟିଭି ଦେଖିବାକୁ ମାଆ ମନା କଲେ, ବିଷ ପିଇଦେଲା ଝିଅ !

ଭୁବନେଶ୍ୱରରୁ ୬୦ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ୨୦ ଲୋକାଲ୍‌ କେସ୍‌

ବିଜେଡିରେ ୩୬ ନୂଆ ସାଧାରଣ ସମ୍ପାଦକ, ଶ୍ରୀମୟୀ ସର୍ବ କନିଷ୍ଠ

ଦୂତୀଙ୍କୁ କେତେ ଟଙ୍କା ଦିଆଯାଇଛି ହିସାବ ଦେଲେ ସରକାର, BMW ବିକିବା ନେଇ ଚର୍ଚ୍ଚାରେ ଥିଲେ

ଲାଞ୍ଚୁଆ କନଷ୍ଟେବଲ୍ ଗିରଫ

ଧାମନଗର ‌ଏନ୍‌ଏସି ୩ ଦିନ ଶଟ୍‌ଡାଉନ୍

ଜଙ୍ଗଲ ଟଙ୍କା ଖାଇଗଲେ ରେଞ୍ଜର ବାବୁ

ଟ୍ରକ ଉପରେ ମାଡ଼ିଗଲା ଟ୍ରେନ୍ ୱାଗନ୍