ଢେଙ୍କାନାଳ, କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଶେଷ

ଢେଙ୍କାନାଳ/କେନ୍ଦ୍ରାପଡା: ଗଜଲକ୍ଷ୍ମୀ ପୂଜା ପାଇଁ ଢେଙ୍କାନାଳ ଓ କେନ୍ଦ୍ରାପଡା ଜିଲ୍ଲା ଉତ୍ସବମୁଖର ହୋଇଯାଇଛି । ମା’ଙ୍କ ପୂଜା ପାଇଁ ଢେଙ୍କାନାଳ ସହରରେ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ଦୀର୍ଘ ୧୧ ଦିନ ଧରି ହେବାକୁ ଥିବା ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଆଜି ମଧ୍ୟରାତ୍ରରୁ ଆରମ୍ଭ ହେବ। ଏବର୍ଷ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରାୟ ୩୮ଟି ମଣ୍ଡପରେ ମା’ଙ୍କ ପୂଜା କରାଯାଉଛି ।ମୂର୍ତ୍ତି ନିର୍ମାଣଠାରୁ ଆରମ୍ଭ କରି ତୋରଣ ଓ ଆଲୋକ ସଜ୍ଜା କାମ ସରିଛି । […]

laxmi

laxmi

Rakesh Mallick
  • Published: Monday, 26 October 2015
  • Updated: 26 October 2015, 08:18 AM IST

Sports

Latest News

ଢେଙ୍କାନାଳ/କେନ୍ଦ୍ରାପଡା: ଗଜଲକ୍ଷ୍ମୀ ପୂଜା ପାଇଁ ଢେଙ୍କାନାଳ ଓ କେନ୍ଦ୍ରାପଡା ଜିଲ୍ଲା ଉତ୍ସବମୁଖର ହୋଇଯାଇଛି । ମା’ଙ୍କ ପୂଜା ପାଇଁ ଢେଙ୍କାନାଳ ସହରରେ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ଦୀର୍ଘ ୧୧ ଦିନ ଧରି ହେବାକୁ ଥିବା ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଆଜି ମଧ୍ୟରାତ୍ରରୁ ଆରମ୍ଭ ହେବ। ଏବର୍ଷ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରାୟ ୩୮ଟି ମଣ୍ଡପରେ ମା’ଙ୍କ ପୂଜା କରାଯାଉଛି ।ମୂର୍ତ୍ତି ନିର୍ମାଣଠାରୁ ଆରମ୍ଭ କରି ତୋରଣ ଓ ଆଲୋକ ସଜ୍ଜା କାମ ସରିଛି । ସହରର କଲେଜ ବାଇପାସ୍ ଠାରୁ କୋରିଆ ବାଇପାସ୍ ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତାକୁ ସମ୍ପୂର୍ଣ୍ଣ ଆଲୋକରେ ସଜ୍ଜା ଯାଇଛି। ସୁରକ୍ଷା ଦୃଷ୍ଟିରୁ ଏଥର ପ୍ରଥମ ଥର ଲାଗି ସମସ୍ତ ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଯାଇଛି । ସେପଟେ ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସେହିଭଳି ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି କେନ୍ଦ୍ରାପଡା ସହର। ଦୁଇବର୍ଷ ହେବ ଫାଇଲିନ୍ ଓ ହୁଡୁହୁଡୁ ପାଇଁ ସହରରେ ପୂଜା ଫିକା ପଡିଯାଇଥିଲା । ଚଳିତବର୍ଷ ପାଗ ଅନୁକୁଳ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିବ ବୋଲି ବିଭିନ୍ନ ପୂଜା କମିଟି ପକ୍ଷରୁ କୁହାଯାଇଛି । ପୂଜାକୁ ନେଇ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story