ଦାରିଙ୍ଗବାଡ଼ି ଓ ଜି.ଉଦୟଗିରିରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି: ଶୀତରେ ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା। କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଲହରୀ ପ୍ରବାହିତ ହେଉଛି। ଗତ ଦୁଇ ଦିନ ହେବ ଏଠାରେ ଶୀତ ବୃଦ୍ଧି ପାଇଛି। ତାପମାତ୍ରା ୧ଡିଗ୍ରୀକୁ ଖସି ଆସିଛି। ପ୍ରବଳ ଶୀତ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆଜି ସକାଳେ ଜିଲ୍ଳାର ଦାରିଙ୍ଗବାଡ଼ି ଓ ଜି.ଉଦୟଗିରିରେ ତୁଷାରପାତ ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।