ଦାରୁଠେଙ୍ଗରେ ଆଜି ପକାଗଲା ୫୧ ଟ୍ରକ୍‌ ଆବର୍ଜନା

ଭୁବନେଶ୍ୱର: କଡ଼ା ସୁରକ୍ଷା ମଧ୍ୟରେ ଆଜି ଦାରୁଠେଙ୍ଗରେ ମୋଟ ୫୧ ଟ୍ରକ୍‌ ଆବର୍ଜନା ପକାଯାଇଛି। ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଆଲୋଚନା ପରେ ବାରଙ୍ଗ- ଚନ୍ଦକା ରାସ୍ତା ଅବରୋଧ ହଟିଥିଲା। ଗତ ଦୁଇ ଦିନ ହେବ ଅଳିଆ ପକାଯିବାକୁ ନେଇ ଏଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ତୁରନ୍ତ ଡମ୍ପିଂୟାର୍ଡ ଓ ପ୍ରସ୍ତାବିତ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ତୁଳସାଦେଇପୁରକୁ ସ୍ଥାନାନ୍ତର ଓ ଆନ୍ଦୋଳନକାରୀଙ୍କୁ ମୁକ୍ତ କରାଯିବା ଦାବିରେ ଗାଁ ଲୋକେ ଶାନ୍ତିପୂର୍ଣ୍ଣ ଧାରଣା  ଜାରି ରଖିବେ। ଆଡସନାଲ୍‌ କମିଶନର ବିଡିଏ […]

daruthnga

daruthnga

Rakesh Mallick
  • Published: Sunday, 31 July 2016
  • Updated: 31 July 2016, 02:55 PM IST

Sports

Latest News

ଭୁବନେଶ୍ୱର: କଡ଼ା ସୁରକ୍ଷା ମଧ୍ୟରେ ଆଜି ଦାରୁଠେଙ୍ଗରେ ମୋଟ ୫୧ ଟ୍ରକ୍‌ ଆବର୍ଜନା ପକାଯାଇଛି। ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଆଲୋଚନା ପରେ ବାରଙ୍ଗ- ଚନ୍ଦକା ରାସ୍ତା ଅବରୋଧ ହଟିଥିଲା। ଗତ ଦୁଇ ଦିନ ହେବ ଅଳିଆ ପକାଯିବାକୁ ନେଇ ଏଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ତୁରନ୍ତ ଡମ୍ପିଂୟାର୍ଡ ଓ ପ୍ରସ୍ତାବିତ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ତୁଳସାଦେଇପୁରକୁ ସ୍ଥାନାନ୍ତର ଓ ଆନ୍ଦୋଳନକାରୀଙ୍କୁ ମୁକ୍ତ କରାଯିବା ଦାବିରେ ଗାଁ ଲୋକେ ଶାନ୍ତିପୂର୍ଣ୍ଣ ଧାରଣା  ଜାରି ରଖିବେ।

ଆଡସନାଲ୍‌ କମିଶନର ବିଡିଏ ଏନ୍‌ଫୋର୍ସମେଣ୍ଟ ଭବାନୀ ଶଙ୍କର ଚଇନି କହିଛନ୍ତି,“ଆଜି ୫୧ଟି ଆବର୍ଜନା ଟ୍ରକ୍‌ ଭୂଆସୁଣୀ ଡମ୍ପିଂୟାର୍ଡରେ ଅନ୍‌ଲୋଡ୍‌ କରାଯାଇଛି। ଆମେ ଆଶା କରୁଛୁ ଗ୍ରାମବାସୀ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ ତରଫରୁ ବର୍ଜ୍ୟବସ୍ତୁର ଟ୍ରିଟ୍‌ମେଣ୍ଟ ପାଇଁ ଯେଉଁ ସବୁଧା କରାଯାଉଛି ସେମାନେ ଏଥିରେ ସହଯୋଗ କରିବେ। ଖୁବ୍‌ଶୀଘ୍ର ଏଠାରେ ପରିସ୍ଥିତି ଶାନ୍ତ ପଡ଼ିବ ଏବଂ ଲୋକଙ୍କ ସହଯୋଗ ମିଳିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story