ପୋଲିସ-ମାଓବାଦୀ ଗୁଳି ବିନିମୟ, ଦୁଇ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦରଭା ଓ ଚାନ୍ଦାମେଟା ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ଦରଭା ଜଙ୍ଗଲରେ ମାଓବାଦୀ କାର୍ଯ୍ୟକଳାପ ଚାଲିଥିବା ଖବର ପାଇବା ପରେ ଉଭୟ ଛତିଶଗଡ ପୋଲିସ ଓ ସିଆରପିଏଫ୍ ଯବାନଙ୍କ ତରଫରୁ ଚଢାଉ କରାଯାଇଥିଲା। ଏହି ସମୟରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ମାଓବାଦୀ ପ୍ରାଣ ହରାଇଥିବାବେଳେ, ଅନ୍ୟମାନେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ପୋଲିସ ଘଟଣାସ୍ଥଳରୁ ବନ୍ଧୁକ […]

mao-6

mao-6

Rakesh Mallick
  • Published: Friday, 25 December 2015
  • Updated: 25 December 2015, 04:53 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦରଭା ଓ ଚାନ୍ଦାମେଟା ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ଦରଭା ଜଙ୍ଗଲରେ ମାଓବାଦୀ କାର୍ଯ୍ୟକଳାପ ଚାଲିଥିବା ଖବର ପାଇବା ପରେ ଉଭୟ ଛତିଶଗଡ ପୋଲିସ ଓ ସିଆରପିଏଫ୍ ଯବାନଙ୍କ ତରଫରୁ ଚଢାଉ କରାଯାଇଥିଲା। ଏହି ସମୟରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ମାଓବାଦୀ ପ୍ରାଣ ହରାଇଥିବାବେଳେ, ଅନ୍ୟମାନେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ପୋଲିସ ଘଟଣାସ୍ଥଳରୁ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ କରଛି। ସେହିପରି ଚାନ୍ଦାମେଟା ଜଙ୍ଗରରେ ଗୁଳି ବିନିମୟବେଳେ ଆଉ ଜଣେ ମାଓବାଦୀର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos