ନ୍ୟାୟ ପାଇଁ ଥାନାରେ ମା’: କହିଲେ ସହମତିରେ ସବୁ ହୋଇଥିଲା, ସେ ଝିଅକୁ କାହିଁକି ଛାଡ଼ିଲ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଟିଣ୍ଡର ଆପ୍ ଘଟଣାରେ ନୂଆ ଟୁଇଷ୍ଟ। ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିବା ବ୍ୟାଙ୍କ ଅଧିକାରୀଙ୍କ ମା ଆଜି ପୁଅ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ପୁଅର ଅଭିଯୋଗ ଭିତ୍ତିରେ ଝିଅର ଗିରଫ ଦାବି କରି ଥାନା ଆଗରେ ଧାରଣା ଦେଇଛନ୍ତି । ଏଥିସହ ଆପ୍ ଜରିଆରେ ଉଭୟଙ୍କ ମଧ୍ୟରେ ସହମତିଭିତ୍ତିକ ସଂପର୍କକୁ ଦୁଷ୍କର୍ମର ରୂପ ଦିଆଯାଇଥିବା ଅଭିଯୋଗ କରିଛନ୍ତି । ତେବେ ପୁଲିସ କହିଛି ତଥ୍ୟ ପ୍ରମାଣ ଆଧାରରେ ପଦକ୍ଷେପ ନିଆଯାଇଛି। ଟିଣ୍ଡର ଆପ୍‌ରୁ ଡେଟିଂ ମାମଲାରେ […]

b-86542

b-86542

Tapas Behera
  • Published: Tuesday, 14 January 2020
  • Updated: 14 January 2020, 08:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଟିଣ୍ଡର ଆପ୍ ଘଟଣାରେ ନୂଆ ଟୁଇଷ୍ଟ। ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିବା ବ୍ୟାଙ୍କ ଅଧିକାରୀଙ୍କ ମା ଆଜି ପୁଅ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ପୁଅର ଅଭିଯୋଗ ଭିତ୍ତିରେ ଝିଅର ଗିରଫ ଦାବି କରି ଥାନା ଆଗରେ ଧାରଣା ଦେଇଛନ୍ତି । ଏଥିସହ ଆପ୍ ଜରିଆରେ ଉଭୟଙ୍କ ମଧ୍ୟରେ ସହମତିଭିତ୍ତିକ ସଂପର୍କକୁ ଦୁଷ୍କର୍ମର ରୂପ ଦିଆଯାଇଥିବା ଅଭିଯୋଗ କରିଛନ୍ତି । ତେବେ ପୁଲିସ କହିଛି ତଥ୍ୟ ପ୍ରମାଣ ଆଧାରରେ ପଦକ୍ଷେପ ନିଆଯାଇଛି।

ଟିଣ୍ଡର ଆପ୍‌ରୁ ଡେଟିଂ ମାମଲାରେ ଗିରଫ ବ୍ୟାଙ୍କ ଅଧିକାରୀ ସୁନୀଲ ପ୍ରସାଦ ମିଶ୍ରଙ୍କ ମା ଆଜି ଥାନା ଆଗରେ ଧାରଣା ଦେଇଛନ୍ତି, ଚନ୍ଦ୍ରଶେଖରପୁର ଥାନା ଏସିପି ଓ ଇନ୍ସପେରଙ୍କ ବାଟ ଓଗାଳି ପଚରାଛନ୍ତି କିଛି ଏମିତି ପ୍ରଶ୍ନ। ଯୁବତୀ ଜଣଙ୍କ ଦୁଷ୍କର୍ମ ଅଭିଯୋଗ ଭିତ୍ତିରେ ପୁରୁଷ ବନ୍ଧୁ ସୁନୀଲ ଯଦି ଜେଲ୍ ଯାଉଛନ୍ତି, ସୁନୀଲ ସର୍ବପ୍ରଥମେ ସଂପୃକ୍ତ ଯୁବତୀଙ୍କ ବିରୋଧରେ ଆଣିଥିବା ବ୍ଲାକ୍ମେଲିଂ, ଅପହରଣ, ଅର୍ଥ ହଡପ ଭଳି ସଂଙ୍ଗୀନ ଅଭିଯୋଗରେ କାହିଁକି ଗିରଫ ହେବେନି? ଏପରିକି ସମାନ ଅଭିଯୋଗରେ ଯୁବତୀଙ୍କ ଅନ୍ୟ ପୁରୁଷ ସହଯୋଗୀ ଗିରଫ ହୋଇଥିଲା ବେଳେ ଯୁବତୀଙ୍କୁ ୪୧ ସିଆରପିସିରେ କିଭଳି ଛଡ଼ାଗଲା ? ସହମତିରେ ସଂପର୍କ  ପରେ ଦୁଷ୍କର୍ମ ହେଲା କେମିତି ବୋଲି ପ୍ରଶ୍ନ କରିଛନ୍ତି ସୁନୀଲଙ୍କ ମା’ ଓ ସ୍ୱେଚ୍ଛାସେବୀ ତେବେ ପୁଲିସ କହିଛି ଯାହା ହୋଇଛି ତଥ୍ୟ ପ୍ରମାଣ ଭିତ୍ତିରେ ହୋଇଛି।

କେବଳ ଟିଣ୍ଡର ନୁହେଁ ଏମିତି ଅସଂଖ୍ୟ ଡେଟିଂ ଆପ୍‌ର ମାୟା ଜାଲରେ ଯୁବକ-ଯୁବତୀ ଅଜଣା ଲୋକଟିଏ ମୁହୂର୍ତ୍ତରେ ଅତି ନିଜର ପାଲଟିଯାଉଛି । ପରସ୍ପର ପରସ୍ପରକୁ ବୁଝିବା ପୂର୍ବରୁ ବେଳେ ବେଳେ ଠକିଯାଇ ଠକେଇ, ଲୁଟ୍, ଦୁଷ୍କର୍ମ, ବ୍ଲାକ୍‌ମେଲିଂ ଭଳି ଘଟଣା ଘଟୁଛି । ତେଣୁ ଏନେଇ ଆପ୍ ବ୍ୟବହାରକାରୀ ସତର୍କ ରହିବା ସହ ପୁଲିସ  ମଧ୍ୟ ଏଭଳି ମାମଲାର ତଦନ୍ତ ବେଳେ ବିଶେଷ ସତର୍କତା ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ବିଶେଷଜ୍ଞ। ତେବେ ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିବା ଟିଣ୍ଡର ଆପ୍ ଡେଟିଂ କେଳେଙ୍କାରୀ ଆଗକୁ କେଉଁ ମୋଡ଼ ନେଉଛି ତା ଉପରେ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story