ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଏନସିଏଲପି କର୍ମଚାରୀ ସଂଘ

ଭୁବନେଶ୍ୱର: ଛଟେଇ ପ୍ରତିବାଦରେ ନ୍ୟାସନାଲ ଚାଇଲ୍ଡ ଲେବର ପ୍ରୋଜେକ୍ଟ ବା ଏନସିଏଲପି କର୍ମଚାରୀ ସଂଘ ଆଜି ସକାଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କ ବାସଭବନ ଘେରାଉ କରିଥିଲେ। ୨୦୧୪ ମସିହାରୁ ଏମାନଙ୍କୁ ଛଟେଇ କରାଯାଇଥିଲା। ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏ ପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଳନ କରାଯାଇ ନ ଥିବାରୁ ଏହାର ପ୍ରତିବାଦରେ ଆଜି ସଂଘ ଆନ୍ଦୋଳନ କରିଛି। ଗତକାଲି ଏନସିଏଲପି […]

bhu

bhu

Rakesh Mallick
  • Published: Tuesday, 27 September 2016
  • Updated: 27 September 2016, 03:29 PM IST

Sports

Latest News

ଭୁବନେଶ୍ୱର: ଛଟେଇ ପ୍ରତିବାଦରେ ନ୍ୟାସନାଲ ଚାଇଲ୍ଡ ଲେବର ପ୍ରୋଜେକ୍ଟ ବା ଏନସିଏଲପି କର୍ମଚାରୀ ସଂଘ ଆଜି ସକାଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କ ବାସଭବନ ଘେରାଉ କରିଥିଲେ। ୨୦୧୪ ମସିହାରୁ ଏମାନଙ୍କୁ ଛଟେଇ କରାଯାଇଥିଲା। ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏ ପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଳନ କରାଯାଇ ନ ଥିବାରୁ ଏହାର ପ୍ରତିବାଦରେ ଆଜି ସଂଘ ଆନ୍ଦୋଳନ କରିଛି। ଗତକାଲି ଏନସିଏଲପି କର୍ମଚାରୀ ସଂଘ ପିଏମଜିରେ ଧାରଣା ଦେଇଥିଲା।

ଏନସିଏଲପି କର୍ମଚାରୀ ସଂଘର ସଭାପତି କହିଛନ୍ତି,“ଉଦ୍ଧାର ଶିଶୁ ଶ୍ରମିକମାନଙ୍କୁ ଏନସିଏଲପି ଶିକ୍ଷକମାନେ ପାଠ ପଢାଉ ଥିଲେ। ୨୦୧୪ ମସିହାରେ ଏହି ଶିକ୍ଷକମାନଙ୍କୁ  ଛଟେଇ କରାଯାଇଥିଲା। ସ୍କୁଲ ଓ ଗଣ ଶିକ୍ଷା ବିଭାଗରେ ନିଯୁକ୍ତି ଦେବା ପାଇଁ କୁହାଯାଇଥିଲା। ଏ ପର୍ଯ୍ୟନ୍ତ କୌଣସି ନିଯକ୍ତି  ଦିଆଯାଇନାହିଁ। ଶିକ୍ଷକମାନଙ୍କୁ ପୁନଃ ନିଯୁକ୍ତି ଦାବିରେ ଆମେ ଆନ୍ଦୋଳନ କରୁଛୁ। ଆଜି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କୁ ଆମେ ଭେଟିଥିଲୁ। ସେ ଆମ କଥା ବୁଝିବେ ବୋଲି କହିଛନ୍ତି।”

ସାଗର ନଦିନୀ ପ୍ରଧାନ କହିଛନ୍ତି,“ଆମକୁ ଛଟେଇ କରାଯାଇଥିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛୁ। ଗଣଶିକ୍ଷା ମନ୍ତ୍ରୀ ଆମ କଥା ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେଥିପାଇଁ ୧୫ ଦିନ ସମୟ ନେଇଛନ୍ତି। ଆମ କଥା ବୁଝା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story