ଏବେ କୋହଲା ପାଗ, ୧୯ରୁ ବଢ଼ିବ ଦିନର ତାପମାତ୍ରା, କୁହୁଡ଼ି

ଭୁବନେଶ୍ୱର: ଶୁକ୍ରବାର ରାତିରୁ ରାଜ୍ୟର ପାଗ ବଦଳି ଯାଇଛି। ଶନିବାର ଭୋରରୁ ବିଭିନ୍ନ ସ୍ଥାନରେ ବର୍ଷା ପବନ ହେବା ସହ ଦିନ ବେଳା ମଧ୍ୟ ପାରଦ ହ୍ରାସ ପାଇଛି। ଏଭଳି ପାଗ ୧୯ ତାରିଖ ଯାଏ ଲାଗି ରହିବ। ୧୯ ତାରିଖରୁ ଦିନର ତାପମାତ୍ରା ବୃଦ୍ଧି ପାଇବ। ରାଜ୍ୟରେ ଖରାଟିଆ ପାଗ ଫେବୃଆରୀ ୨୩ ଯାଏ ଲାଗି ରହିବାର ସମ୍ଭାବନା ରହିଛି। ଏହି ସମୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ମଧ୍ୟ ଛୁଇଁପାରେ। ଆଜି […]

sa

sa

Hemant Lenka
  • Published: Saturday, 16 February 2019
  • Updated: 16 February 2019, 04:23 PM IST

Sports

Latest News

ଭୁବନେଶ୍ୱର: ଶୁକ୍ରବାର ରାତିରୁ ରାଜ୍ୟର ପାଗ ବଦଳି ଯାଇଛି। ଶନିବାର ଭୋରରୁ ବିଭିନ୍ନ ସ୍ଥାନରେ ବର୍ଷା ପବନ ହେବା ସହ ଦିନ ବେଳା ମଧ୍ୟ ପାରଦ ହ୍ରାସ ପାଇଛି। ଏଭଳି ପାଗ ୧୯ ତାରିଖ ଯାଏ ଲାଗି ରହିବ। ୧୯ ତାରିଖରୁ ଦିନର ତାପମାତ୍ରା ବୃଦ୍ଧି ପାଇବ। ରାଜ୍ୟରେ ଖରାଟିଆ ପାଗ ଫେବୃଆରୀ ୨୩ ଯାଏ ଲାଗି ରହିବାର ସମ୍ଭାବନା ରହିଛି।

ଏହି ସମୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ମଧ୍ୟ ଛୁଇଁପାରେ। ଆଜି ଏଭଳି ସୂଚନା ଦେଇଛି ସୋଆ ବିଶ୍ୱବିଦ୍ୟାଳୟର ପାଣିପାଗ ବିଜ୍ଞାନ କେନ୍ଦ୍ର(ସିଇସି)।

ସିଇସି ପକ୍ଷରୁ ଜାରି ବୁଲେଟିନ୍‌ ଅନୁଯାୟୀ, ଫେବୃଆରୀ ୧୭ରୁ ଆକାଶ ପୂରା ପରିଷ୍କାର ହୋଇଯିବ। ଏହି କାରଣରୁ ରାତି ବେଳେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ।

ବର୍ତ୍ତମାନ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଦ୍ରୁତ ଗତିରେ ପଶ୍ଚିମରୁ ପୂର୍ବକୁ ଗତି କରୁଛି। ଏହାର ପ୍ରଭାବରେ ଆଜି ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ତେବେ ଏବେଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର କୌଣସି ଆଶଙ୍କା ନାହିଁ। ସେହିପରି ଫେବୃଆରୀ ୧୯ରୁ ଉପକୂଳ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ିର ମଧ୍ୟ ଆଶଙ୍କା ରହିଥିବା ସିଇସି ପକ୍ଷରୁ ଆକଳନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story