ଡି’ବ୍ରଦର୍ସଙ୍କୁ ଚୌଦ୍ୱାର ଜେଲରୁ ସ୍ଥାନାନ୍ତର ଲାଗି ଆବେଦନ କଲା ପୋଲିସ୍

କଟକ: ସୁରକ୍ଷା ଦୃଷ୍ଟିରୁ ଡି’ବ୍ରଦର୍ସଙ୍କୁ ଚୌଦ୍ୱାର ଜେଲରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ  ମଙ୍ଗଳବାର ଏସଡିଜେଏମଙ୍କ ନିକଟରେ ଆବେଦନ କରିଛି କମିଶନରେଟ୍ ପୋଲିସ୍। ଚୌଦ୍ୱାର ଜେଲରେ ୨ ନମ୍ବର ସେଲର ୱାର୍ଡ ନମ୍ବର ୩ରେ ବଡ଼ ଭାଇ ସୁଶାନ୍ତ ଓ ୩ନମ୍ବର ସେଲର ୫ ନମ୍ବର ୱାର୍ଡରେ ସାନ ଭାଇ ସୁଶୀଲ ଧଳସାମନ୍ତଙ୍କୁ ରଖାଯାଇଛି। ସୂଚନାଯୋଗ୍ୟ, ଓମ୍–ଦୀପୁ ହତ୍ୟା ମାମଲାରେ କମିଶନରେଟ୍‌ ପୋଲିସ୍‌ ସୋମବାର ଆଉ ଏକ ନୂଆ ସୁରାକ୍ ପାଇଥିଲା। କଟକ କଲେଜ ଛକରୁ ଏକ ଧଳା […]

d-brothers

d-brothers

Rakesh Mallick
  • Published: Tuesday, 01 March 2016
  • Updated: 01 March 2016, 07:32 AM IST

କଟକ: ସୁରକ୍ଷା ଦୃଷ୍ଟିରୁ ଡି’ବ୍ରଦର୍ସଙ୍କୁ ଚୌଦ୍ୱାର ଜେଲରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ  ମଙ୍ଗଳବାର ଏସଡିଜେଏମଙ୍କ ନିକଟରେ ଆବେଦନ କରିଛି କମିଶନରେଟ୍ ପୋଲିସ୍। ଚୌଦ୍ୱାର ଜେଲରେ ୨ ନମ୍ବର ସେଲର ୱାର୍ଡ ନମ୍ବର ୩ରେ ବଡ଼ ଭାଇ ସୁଶାନ୍ତ ଓ ୩ନମ୍ବର ସେଲର ୫ ନମ୍ବର ୱାର୍ଡରେ ସାନ ଭାଇ ସୁଶୀଲ ଧଳସାମନ୍ତଙ୍କୁ ରଖାଯାଇଛି।

ସୂଚନାଯୋଗ୍ୟ, ଓମ୍–ଦୀପୁ ହତ୍ୟା ମାମଲାରେ କମିଶନରେଟ୍‌ ପୋଲିସ୍‌ ସୋମବାର ଆଉ ଏକ ନୂଆ ସୁରାକ୍ ପାଇଥିଲା। କଟକ କଲେଜ ଛକରୁ ଏକ ଧଳା ରଙ୍ଗର ସ୍କର୍ପିଓ ଜବତ କରିଥିଲା। ଦୀପୁ ଓମ୍‌କୁ ହତ୍ୟାପରେ ସେମାନଙ୍କ ଶବକୁ ଝାଡଖଣ୍ଡ ନେବା ପାଇଁ ଏହି ଗାଡିକୁ ବ୍ୟବହାର କରାଯାଇଥିବା ଜଣାପଡ଼ିଛି।   ଡି’ ବ୍ରଦର୍ସଙ୍କୁ ଜେରା ବେଳେ ଏଇ ଗାଡ଼ି ନେଇ କମିଶନରେଟ୍ ପୋଲିସ ତଥ୍ୟ ପାଇଥିଲା ।

ସେହିପରି ଗତକାଲି ଡି’ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଅନ୍ତର୍ଯ୍ୟାମୀ ସାହୁକୁ ଚାଉଳିଆଗଞ୍ଜ ପୋଲିସ୍ କରିଥିଲା। ଦାଦାବଟି ଆଦାୟ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ନାଁରେ ବହୁ ସଙ୍ଗୀନ ମାମଲା ରହିଛି। ହତ୍ୟା ଉଦ୍ୟମ, ଧମକ ଚମକ ଦେବା ଭଳି ବହୁ ମାମଲା ତାଙ୍କ ବିରୋଧରେ ରହିଛି ସେ ଦୀର୍ଘ ଦିନ ହେବ ଫେରାର୍ ଥିଲେ। ଗିରଫ ଅନ୍ତର୍ଯ୍ୟାମୀ କଟକ ମହାନଗର  ନିଗମର ଜଣେ କର୍ପୋରେଟରଙ୍କ ଭାଇ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story