ଗୁରୁଦ୍ୱାରରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଖାରବେଳ ନଗରସ୍ଥିତ ଗୁରୁଦ୍ୱାରରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସୁବାସ ନାୟକ। ତାଙ୍କ ଘର ନୟାଗଡ଼ ଜିଲ୍ଲା ଚମ୍ପାଗଡ଼ରେ। ତାଙ୍କୁ ପ୍ରାୟ ୨୨ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି। ସୁବାସଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଦୁଃଶାସନ ନାୟକ ଅଭିଯୋଗ କରିଛନ୍ତି। ଏକବର୍ଷ ଧରି ଏହି ଗୁରୁଦ୍ୱାରରେ ରହି କାମ କରୁଥିଲେ। ଖାରବେଳ ନଗର ପୁଲିସ୍ ଘଟଣାର ତଦନ୍ତ କରୁଛି।

deadmmmm

deadmmmm

Tapaswini Nayak
  • Published: Friday, 14 June 2019
  • Updated: 14 June 2019, 09:33 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଖାରବେଳ ନଗରସ୍ଥିତ ଗୁରୁଦ୍ୱାରରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସୁବାସ ନାୟକ। ତାଙ୍କ ଘର ନୟାଗଡ଼ ଜିଲ୍ଲା ଚମ୍ପାଗଡ଼ରେ। ତାଙ୍କୁ ପ୍ରାୟ ୨୨ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି।

ସୁବାସଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଦୁଃଶାସନ ନାୟକ ଅଭିଯୋଗ କରିଛନ୍ତି। ଏକବର୍ଷ ଧରି ଏହି ଗୁରୁଦ୍ୱାରରେ ରହି କାମ କରୁଥିଲେ। ଖାରବେଳ ନଗର ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story