ନଦୀ କୂଳରୁ ଉଦ୍ଧାର ହେଲା ରାଜୀବଙ୍କ ମୃତଦେହ; ହତ୍ୟା ସନ୍ଦେହ

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ଅଞ୍ଚଳର ଦାମୀ ଗାଁ ନିକଟ ଦେଇ ଯାଇଥିବା ସାଲୁଙ୍କି ନଦୀ କୂଳରୁ ଜଣେ ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରାଜୀବ ଲୋଚନ ବେହେରା। ତାଙ୍କ ଘର ବିଲୁପଦର ଗାଁରେ।

ରାଜୀବ ଦୀର୍ଘ ଦିନ ହେବ ଶ୍ୱଶୁର ଘର କେନ୍ଦୁପଦରରେ ରହୁଥିଲେ। ତେବେ ଆଜି ସକାଳେ ତାଙ୍କ ମୃତଦେହକୁ ନଦୀ କୂଳରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଥିଲେ। ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ରାଜୀବଙ୍କୁ କେହି ହତ୍ୟା କରି ନଦୀରେ ପକାଇ ଦେଇଥିବା ତାଙ୍କ ଭାଇ ପ୍ରକାଶ ବେହେରା ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ

ବିଜେଡି ବିରୁଦ୍ଧରେ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱରରେ ସରିଲା, ଦଶହରା ପରେ କଟକ ଓ ପୁରୀରେ ସେରୋ ସର୍ଭେ

ପୁଣି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି

କଂଗ୍ରେସକୁ ବିଜୟମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ

ପୋଖରୀକୁ ଯାଇ ବୁଡ଼ିଗଲେ ୨ ଭଉଣୀ

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ସାମିଲ ହେଲେ ୧୫ ଟିମ୍‌

କାର୍ତ୍ତିକ ମାସରୁ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

ପାର୍ବଣରେ ବଢ଼ିପାରେ କରୋନା ସଂକ୍ରମଣ, ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ

କାମରେ ଲାଗୁନି ଉଠା ଜଳସେଚନ ପ୍ରକଳ୍ପ, କାହିଁକି ତିଆରି କରିଥିଲେ ସରକାର?

ନିଆଁରେ ପୋଡ଼ି ୨ ମହିଳା ଗୁରୁତର

ସ୍ଵ।ଭିମାନ ଅଞ୍ଚଳରୁ ଲ୍ୟାଣ୍ଡମାଇନ୍ ଓ ଟିଫିନ୍ ବୋମା ଜବତ

ଓଜେଇଇ ପରୀକ୍ଷା ଦେବେ ଦୁର୍ଘଟଣାଗ୍ରସ୍ତ ଛାତ୍ରଛାତ୍ରୀ