ହଷ୍ଟେଲରୁ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ କଲେଜ ହଷ୍ଟେଲରୁ ଜଣେ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ନୀହାର ରଞ୍ଜନ ରାଉତ। ସେ ଏମ୍‌ବିବିଏସ୍‌ର ତୃତୀୟ ବର୍ଷର ଛାତ୍ର ଥିଲେ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ। ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ସେ ବିଷୟରେ କିଛି ଜଣାପଡ଼ିନାହିଁ। ତେବେ ନୀହାରଙ୍କ ପରିବାର ଲୋକେ ମଞ୍ଚେଶ୍ୱର ଥାନାରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ […]

ttt

ttt

Rakesh Mallick
  • Published: Sunday, 22 April 2018
  • Updated: 22 April 2018, 11:56 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ କଲେଜ ହଷ୍ଟେଲରୁ ଜଣେ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ନୀହାର ରଞ୍ଜନ ରାଉତ। ସେ ଏମ୍‌ବିବିଏସ୍‌ର ତୃତୀୟ ବର୍ଷର ଛାତ୍ର ଥିଲେ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ।

niharସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ସେ ବିଷୟରେ କିଛି ଜଣାପଡ଼ିନାହିଁ। ତେବେ ନୀହାରଙ୍କ ପରିବାର ଲୋକେ ମଞ୍ଚେଶ୍ୱର ଥାନାରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ପରୀକ୍ଷାରେ କମ୍ ମାର୍କ ଥିବା ଯୋଗୁଁ ଟଙ୍କା ପାଇଁ କଲେଜ କର୍ତ୍ତୃପକ୍ଷ ତାଙ୍କ ଉପରେ ଚାପ ପକାଉଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ହାଇଟେକ୍ ମେଡିକାଲ୍ କଲେଜ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି। ଅନୁଷ୍ଠାନର ସିଇଓ ଭୀଷ୍ମ ରଥ କହିଛନ୍ତି ମୃତ ଛାତ୍ରଙ୍କ ଉପସ୍ଥାନ ଓ ପ୍ରଥମ ବର୍ଷ ରେଜଲ୍ଟ ଖରାପ ଥିଲା। ଖରାପ ରେଜଲ୍ଟ ଆତ୍ମହତ୍ୟାର କାରଣ ହୋଇଥାଇପାରେ। ତାଙ୍କର ଦେଢ଼ ବର୍ଷର କଲେଜ୍ ଫି’ ବାକି ଥିଲା। ଏନେଇ ପରିବାରକୁ ଜଣାଇଥିଲୁ। ପାଠପଢ଼ା ପାଇଁ ତାଙ୍କ ଉପରେ ପରିବାରର ଚାପ ଥିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story