ନିଖୋଜ ଥିଲେ; ଆଜି କୂଅରୁ ମିଳିଲା ମୃତଦେହ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ପାଟପୁର ଥାନା ଜୁରା ରଘୁନାଥପୁର ଛକ ନିକଟରେ ଥିବା ଏକ ଗଭୀର କୂଅରୁ ଜଣେ ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସୁରେନ୍ଦ୍ର ସାହୁ। ତାଙ୍କ ଘର ପାଟପୁରରେ। ସୂଚନା ଅନୁଯାୟୀ, ଦୁଇ ଦିନ ହେଲା ସୁରେନ୍ଦ୍ର ନିଖୋଜ ଥିଲେ। ସେ ବିଲକୁ କାମ କରିବାକୁ ଯାଇ ଘରକୁ ଫେରି ନଥିଲେ। ଆଜି କୂଅରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ […]

deadbody,,,,

deadbody,,,,

Tapaswini Nayak
  • Published: Friday, 12 July 2019
  • Updated: 12 July 2019, 12:40 PM IST

Sports

Latest News

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ପାଟପୁର ଥାନା ଜୁରା ରଘୁନାଥପୁର ଛକ ନିକଟରେ ଥିବା ଏକ ଗଭୀର କୂଅରୁ ଜଣେ ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସୁରେନ୍ଦ୍ର ସାହୁ। ତାଙ୍କ ଘର ପାଟପୁରରେ।

ସୂଚନା ଅନୁଯାୟୀ, ଦୁଇ ଦିନ ହେଲା ସୁରେନ୍ଦ୍ର ନିଖୋଜ ଥିଲେ। ସେ ବିଲକୁ କାମ କରିବାକୁ ଯାଇ ଘରକୁ ଫେରି ନଥିଲେ। ଆଜି କୂଅରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ମୃତଦେହକୁ ଉଦ୍ଧାର କରିଥିଲେ। ମୃତଦେହ ଚିହ୍ନଟ ପରେ ପୁଲିସ୍ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story