ବୃଦ୍ଧଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କୋଣାର୍କ(ଓଡ଼ିଶା ରିପୋର୍ଟର):  ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଝାମ୍ପୁଲାକୁଦ ନିକଟ ଦେବୀନଦୀ ନଦୀବନ୍ଧ ଉପରୁ ବୃଦ୍ଧଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋବିନ୍ଦ ସାହୁ। ତାଙ୍କୁ ୭୫ ବର୍ଷ ହୋଇଥିଲା। ଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ତାଙ୍କ ମୃତଦେହ ନିକଟରେ ପଡ଼ିଥିବା ଶାବଳ ଓ ଠେଙ୍ଗାକୁ ଜବତ କରିଛି ପୁଲିସ। ଆଜି ଭୋରରୁ ଗୋବିନ୍ଦ ନିତ୍ୟକର୍ମ ପାଇଁ ନିକଟସ୍ଥ କୁଶଭଦ୍ରା ନଦୀକୁ ଯାଇଥିଲେ। ହେଲେ […]

deadbody

deadbody

Tapaswini Nayak
  • Published: Tuesday, 14 June 2022
  • Updated: 14 June 2022, 01:12 PM IST

Sports

Latest News

କୋଣାର୍କ(ଓଡ଼ିଶା ରିପୋର୍ଟର):  ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଝାମ୍ପୁଲାକୁଦ ନିକଟ ଦେବୀନଦୀ ନଦୀବନ୍ଧ ଉପରୁ ବୃଦ୍ଧଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋବିନ୍ଦ ସାହୁ। ତାଙ୍କୁ ୭୫ ବର୍ଷ ହୋଇଥିଲା। ଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ତାଙ୍କ ମୃତଦେହ ନିକଟରେ ପଡ଼ିଥିବା ଶାବଳ ଓ ଠେଙ୍ଗାକୁ ଜବତ କରିଛି ପୁଲିସ।

ଆଜି ଭୋରରୁ ଗୋବିନ୍ଦ ନିତ୍ୟକର୍ମ ପାଇଁ ନିକଟସ୍ଥ କୁଶଭଦ୍ରା ନଦୀକୁ ଯାଇଥିଲେ। ହେଲେ ଆଉ ଘରକୁ  ଫେରି ନଥିଲେ। ପରେ ସ୍ଥାନୀୟ ଲୋକ ନଦୀ ବନ୍ଧ ଉପରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ଗୋବିନ୍ଦଙ୍କ ପରିବାର ଲୋକ ଓ ପୁଲିସକୁ ଜଣାଇଥିଲେ। ପୁଲିସ ଓ ସାଇଣ୍ଟିଫିକ୍‌ ଟିମି ପହଞ୍ଚି ଘଟଣାର ତଦନ୍ତ କରିବା ସହମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

ତେବେ ଖୁବ ଶୀଘ୍ର ଅଭିଯୁକ୍ତକୁ ଧରାଯିବ ଓ ଘଟଣାର ପର୍ଦ୍ଦାଫାସ ହେବ ବୋଲି ପୁଲିସ ପକ୍ଷରୁ ସୂଚନା  ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story