୮୩ ଦିନ ପରେ ସାଉଦି ଆରବରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ

କଟକ: ଦୀର୍ଘ ୮୩ ଦିନ ପରେ ସାଉଦି ଆରବରୁ ଫେରିଲା କଟକ ଜିଲ୍ଲା ମାହାଙ୍ଗା ବଇଁଚୁଆ ଗାଁର ଯୁବକଙ୍କ ମୃତଦେହ। ତାଙ୍କ ନାଁ ସୁଦର୍ଶନ ପ୍ରଧାନ। ଗତକାଲି ବିଳମ୍ବିତ ରାତିରେ ସୁଦର୍ଶନଙ୍କ ମୃତଦେହ ତାଙ୍କ ଗାଁରେ ପହଞ୍ଚିଥିଲା। ସୁଦର୍ଶନ ସେଠାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ ସେପ୍ଟେମ୍ୱର ୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।  ଏହାପରେ ମୃତଦେହ ଆସିବାରେ ସମସ୍ୟା ହେବାରୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏନେଇ ସାଉଦି ଆରବ ଦୂତାବାସକୁ ଚିଠି […]

sudarshana

sudarshana

Rakesh Mallick
  • Published: Wednesday, 22 November 2017
  • Updated: 22 November 2017, 11:28 AM IST

Sports

Latest News

କଟକ: ଦୀର୍ଘ ୮୩ ଦିନ ପରେ ସାଉଦି ଆରବରୁ ଫେରିଲା କଟକ ଜିଲ୍ଲା ମାହାଙ୍ଗା ବଇଁଚୁଆ ଗାଁର ଯୁବକଙ୍କ ମୃତଦେହ। ତାଙ୍କ ନାଁ ସୁଦର୍ଶନ ପ୍ରଧାନ। ଗତକାଲି ବିଳମ୍ବିତ ରାତିରେ ସୁଦର୍ଶନଙ୍କ ମୃତଦେହ ତାଙ୍କ ଗାଁରେ ପହଞ୍ଚିଥିଲା।

ସୁଦର୍ଶନ ସେଠାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ ସେପ୍ଟେମ୍ୱର ୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।  ଏହାପରେ ମୃତଦେହ ଆସିବାରେ ସମସ୍ୟା ହେବାରୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏନେଇ ସାଉଦି ଆରବ ଦୂତାବାସକୁ ଚିଠି ଲେଖିବା ସହ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ କରିଥିଲେ।

ଗାଁରେ ସୁଦର୍ଶନଙ୍କ ମୃତଦେହ ପହଞ୍ଚିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos