ଢାବା ପରିସରରୁ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦନଗର ନିକଟରେ ଥିବା ଏକ ଢାବା ପରିସରରୁ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ତାଙ୍କ ପରିଚୟ ମିଳିନାହିଁ। ଆଜି ସକାଳେ ଢାବା କର୍ମଚାରୀମାନେ ପ୍ରଥମେ ଏହି ମୃତଦେହକୁ ଠାବ କରିଥିଲେ। ଢାବା ବାହାରେ ପଡ଼ିଥିବା ଏକ କାଠ ଖଟ ଉପରେ ମୃତଦେହଟି ପଡ଼ିଥିଲା। ଖଟ ଓ ଚଟାଣରେ ରକ୍ତ ପଡ଼ିଥିଲା। ଢାବା କର୍ମଚାରୀମାନେ […]

deadbody099

deadbody099

Tapaswini Nayak
  • Published: Sunday, 24 November 2019
  • Updated: 24 November 2019, 12:58 PM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦନଗର ନିକଟରେ ଥିବା ଏକ ଢାବା ପରିସରରୁ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ତାଙ୍କ ପରିଚୟ ମିଳିନାହିଁ।

ଆଜି ସକାଳେ ଢାବା କର୍ମଚାରୀମାନେ ପ୍ରଥମେ ଏହି ମୃତଦେହକୁ ଠାବ କରିଥିଲେ। ଢାବା ବାହାରେ ପଡ଼ିଥିବା ଏକ କାଠ ଖଟ ଉପରେ ମୃତଦେହଟି ପଡ଼ିଥିଲା। ଖଟ ଓ ଚଟାଣରେ ରକ୍ତ ପଡ଼ିଥିଲା।

ଢାବା କର୍ମଚାରୀମାନେ ଏ ନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story