ପ୍ଲାଣ୍ଟ ଅପରେଟରଙ୍କର ସନ୍ଦେହଜନକ ମୃତ୍ୟୁ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ବାଇଶିପଡ଼ା ଏଆରଏସଏସ୍‌ କମ୍ପାନୀର ପ୍ଲାଣ୍ଟ ଅପରେଟରଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ଧରମା ଧଳ। ତାଙ୍କ ଘର ଯାଜପୁର ଜିଲ୍ଲା ଯାଜପୁର ରୋଡ୍‌ରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଏଆରଏସ୍‌ଏସ୍‌ କମ୍ପାନୀ ପରିସରରେ ବିଶ୍ୱକର୍ମା ପୂଜା ଭସାଣି ଥିଲା। ଏହି ସମୟରେ ଧରମା ଅତ୍ୟଧିକ ମଦ୍ୟପାନ କରି ଥିଲେ। ଭସାଣି ପରେ ଅନ୍ୟ ଷ୍ଟାଫ କମ୍ପାନୀକୁ ଫେରିଥିଲେ ମଧ୍ୟ […]

deadbody..

deadbody..

Tapaswini Nayak
  • Published: Thursday, 19 September 2019
  • Updated: 19 September 2019, 04:37 PM IST

Sports

Latest News

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ବାଇଶିପଡ଼ା ଏଆରଏସଏସ୍‌ କମ୍ପାନୀର ପ୍ଲାଣ୍ଟ ଅପରେଟରଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ଧରମା ଧଳ। ତାଙ୍କ ଘର ଯାଜପୁର ଜିଲ୍ଲା ଯାଜପୁର ରୋଡ୍‌ରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଏଆରଏସ୍‌ଏସ୍‌ କମ୍ପାନୀ ପରିସରରେ ବିଶ୍ୱକର୍ମା ପୂଜା ଭସାଣି ଥିଲା। ଏହି ସମୟରେ ଧରମା ଅତ୍ୟଧିକ ମଦ୍ୟପାନ କରି ଥିଲେ। ଭସାଣି ପରେ ଅନ୍ୟ ଷ୍ଟାଫ କମ୍ପାନୀକୁ ଫେରିଥିଲେ ମଧ୍ୟ ସେ ଆଉ କମ୍ପାନୀକୁ ଫେରି ନ ଥିଲେ। ତେବେ ଆଜି କମ୍ପାନୀଠାରୁ କିଛି ଦୂରରେ ରାସ୍ତାକଡ଼ରେ ସେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଧରମାଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି। ପୁଲିସ୍ ଘଟଣାର  ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଧରମା କମ୍ପାନୀ ପରିସରରେ ଥିବା ଏକ ଘରେ ରହୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story