ମୁଖ୍ୟମନ୍ତ୍ରୀଙ୍କ ନାଁରେ ରାଣ ପକାଇଲେ, କାନ ଧରି ଆଣ୍ଠେଇ ପ୍ରତିବାଦ କଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମୁଖ୍ୟମନ୍ତ୍ରୀଙ୍କୁ ରହିଲା ରାଣ, ୧୯୯୦ ନିୟମକୁ ଫେରାଇ ଆଣ’। ପ୍ଲାଏ କାର୍ଡରେ ଏପରି ଲେଖି  କାନ ଧରି ଆଣ୍ଠେଇ ପ୍ରତିବାଦ କରିଛନ୍ତି ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟମାନେ। ଥଇଥାନ ଯୋଜନା ୧୯୯୦ ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ଓ ୨୦୨୦ ବିଜ୍ଞପ୍ତିକୁ ତୁରନ୍ତ ବାତିଲ କରିବା ଦାବିରେ ମୃତ କର୍ମଚାରୀଙ୍କ ପରିବାର ଲୋକେ ଶୁକ୍ରବାର ଲୋୟର ପିଏମ୍‌ଜିରେ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ୩ ଦଫା ଦାବି ନେଇ ଓଡ଼ିଶା ରାଜ୍ୟ କର୍ମଚାରୀ […]

strike

strike

Tapaswini Nayak
  • Published: Friday, 25 November 2022
  • Updated: 25 November 2022, 05:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମୁଖ୍ୟମନ୍ତ୍ରୀଙ୍କୁ ରହିଲା ରାଣ, ୧୯୯୦ ନିୟମକୁ ଫେରାଇ ଆଣ’। ପ୍ଲାଏ କାର୍ଡରେ ଏପରି ଲେଖି  କାନ ଧରି ଆଣ୍ଠେଇ ପ୍ରତିବାଦ କରିଛନ୍ତି ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟମାନେ। ଥଇଥାନ ଯୋଜନା ୧୯୯୦ ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ଓ ୨୦୨୦ ବିଜ୍ଞପ୍ତିକୁ ତୁରନ୍ତ ବାତିଲ କରିବା ଦାବିରେ ମୃତ କର୍ମଚାରୀଙ୍କ ପରିବାର ଲୋକେ ଶୁକ୍ରବାର ଲୋୟର ପିଏମ୍‌ଜିରେ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି।

୩ ଦଫା ଦାବି ନେଇ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ ୪ଦିନ ହେବ ଶୀତ କାକରରେ ଲୋୟର ପିଏମଜିରେ ଧାରଣା ବସିଛି। ସରକାର ସେମାନଙ୍କ ଦାବି ପୂରଣ କରୁ ନଥିବାରୁ ଆନ୍ଦୋଳନକାରୀମାନେ ଆଜି ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲେ। ଆନ୍ଦୋଳନକାରୀ ବ୍ୟାରିକେଡ ଭାଙ୍ଗି ଆଗେଇ ଯିବାକୁ ଉଦ୍ୟମ କଲାବେଳେ ପୁଲିସ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। କିଛି ସମୟ ପର୍ଯ୍ୟନ୍ତ ପୁଲିସ୍ ଓ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ।

ଜଣେ ଆନ୍ଦୋଳକାରୀ କହିଛନ୍ତି, ଆମ ପରିବାରରେ ସରକାରୀ କର୍ମଚାରୀ ଥିବା ସଦସ୍ୟଙ୍କ ମୃତ୍ୟୁ ପରେ ଆମେ ବହୁତ ଅସୁବିଧାରେ ଅଛୁ। ସରକାର ୧୯୯୦ରେ ଯେଉଁ ବିଜ୍ଞପ୍ତି ଜାରି କରିଥିଲେ ତାକୁ ଉଠାଇ ଦେଲେ।  ୨୦୨୦ରେ ନୂଆ ଏକ ବିଜ୍ଞପ୍ତି ଜାରି କଲେ। ୨୦୨୦ରେ  ବିଜ୍ଞପ୍ତିରେ ଆମେ  ଚାକିରି ପାଇବୁ ନାହିଁ। ୧୯୯୦ରେ  ଯେଉଁ  ବିଜ୍ଞପ୍ତି କରାଯାଇଥିଲା ଆମେ ଚାକିରି ପାଇଥାନ୍ତୁ। ସରକାର ୨୦୨୦ରେ  ଯେଉଁ  ବିଜ୍ଞପ୍ତି କରିଛନ୍ତି, ତାକୁ ଉଠାଇ ଦିଅନ୍ତୁ। ୧୯୯୦ ବିଜ୍ଞପ୍ତିକୁ ଜାରି କରନ୍ତୁ।

ଅନ୍ୟ ଜଣେ ଆନ୍ଦୋଳନକାରୀ କହିଛନ୍ତି, ୪ଦିନ ହେଲା ଏଠାରେ ପଡ଼ିରହୁଛୁ, ହେଲେ ସରକାର ଆମ ଗୁହାରୀ  ଶୁଣୁ ନାହାନ୍ତି।  ଶୀତ ଓ ଖରାରେ ଆମେ ଛୁଆଙ୍କୁ ଧରି ନଖାଇ ନି ପଇ ଏଠାରେ  ପଡ଼ି ରହିଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story