ଡ୍ୟାମ୍‌ରେ ଭାସୁଛି ମୃତଦେହ

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତ କଲିନାଜୁ ଗାଁ ନିକଟ ଡ୍ୟାମରେ ଜଣେ ବୃଦ୍ଧଙ୍କର ମୃତଦେହ ଭାସୁଛି।  ତାଙ୍କ ନାଁ କିଶୋର ଚନ୍ଦ୍ର ପ୍ରଧାନ। କିଶୋର ଦୁଇ ଦିନ ହେବ ନିଖୋଜ ଥିଲେ। ପରିବାର ଲୋକେ ଏ ସମ୍ପର୍କରେ ଗତକାଲି ଜି.ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ମୃତଦେହ ଡ୍ୟାମ୍‌ରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ କିଶୋରଙ୍କୁ […]

deadbody..

deadbody..

Tapaswini Nayak
  • Published: Friday, 01 November 2019
  • Updated: 01 November 2019, 01:55 PM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତ କଲିନାଜୁ ଗାଁ ନିକଟ ଡ୍ୟାମରେ ଜଣେ ବୃଦ୍ଧଙ୍କର ମୃତଦେହ ଭାସୁଛି।  ତାଙ୍କ ନାଁ କିଶୋର ଚନ୍ଦ୍ର ପ୍ରଧାନ।

କିଶୋର ଦୁଇ ଦିନ ହେବ ନିଖୋଜ ଥିଲେ। ପରିବାର ଲୋକେ ଏ ସମ୍ପର୍କରେ ଗତକାଲି ଜି.ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ମୃତଦେହ ଡ୍ୟାମ୍‌ରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ତେବେ କିଶୋରଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶେଷ ଖବର ସୁଦ୍ଧା ମୃତଦେହ ଉଦ୍ଧାର ହୋଇ ନ ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story