କ୍ଷେତରୁ ମିଳିଲା ମୄତଦେହ

ବୀରମିତ୍ରପୁର(ରାକେଶ ସାହୁ); ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ କରଡେଗା ପଞ୍ଚାୟତସ୍ଥିତ ଗୋଲେଇ ଛକ ପାଖ କ୍ଷେତରୁ ଜଣେ ବ୍ୟକ୍ତିର ମୄତଦେହ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୄତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଆଜି  ସ୍ଥାନୀୟ ବାସିନ୍ଦା ନିଜ କ୍ଷେତକୁ ଯିବା ବେଳେ କେହି ମରି ପଡି ଥିବା ଦେଖି ହାତୀବାରୀ ପୁଲିସକୁ ସୂଚନା ଦେଇଥିଲେ l ହାତୀବାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି l  ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା […]

deadbody

deadbody

Tapaswini Nayak
  • Published: Friday, 18 September 2020
  • Updated: 18 September 2020, 02:48 PM IST

Sports

Latest News

ବୀରମିତ୍ରପୁର(ରାକେଶ ସାହୁ); ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ କରଡେଗା ପଞ୍ଚାୟତସ୍ଥିତ ଗୋଲେଇ ଛକ ପାଖ କ୍ଷେତରୁ ଜଣେ ବ୍ୟକ୍ତିର ମୄତଦେହ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୄତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ।

ଆଜି  ସ୍ଥାନୀୟ ବାସିନ୍ଦା ନିଜ କ୍ଷେତକୁ ଯିବା ବେଳେ କେହି ମରି ପଡି ଥିବା ଦେଖି ହାତୀବାରୀ ପୁଲିସକୁ ସୂଚନା ଦେଇଥିଲେ l ହାତୀବାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି l  ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି l

କେହି ଏହି ଅଜଣା ବ୍ୟକ୍ତି ଜଣଙ୍କୁ ବିଳମ୍ବିତ ରାତିରେ ହତ୍ୟା କରି କ୍ଷେତରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି l  ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି l

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story