ଦୋକାନ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ବାଘମାରୀ ବଜାରରେ ଥିବା ଏକ ଦୋକାନ ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବିଶ୍ୱରଞ୍ଜନ ସାହୁ। ତାଙ୍କ ଘର ବେଗୁନିଆ ବ୍ଲକର ଡାଳତୋତଳାରେ ବୋଲି ଜଣାପଡ଼ିଛି। ବିଶ୍ୱରଞ୍ଜନ ସାତ ବର୍ଷ ହେବ ଭିଣୋଇଙ୍କ ଦୋକାନରେ କାମ କରୁଥିଲେ। ଗତକାଲି ସେ ଦୋକାନରେ ଶୋଇଥିଲେ। ତେବେ ଆଜି ସକାଳେ ସେ ଦୋକାନ ଖୋଲିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। […]

888999

888999

Tapaswini Nayak
  • Published: Wednesday, 03 June 2020
  • Updated: 03 June 2020, 11:26 AM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ବାଘମାରୀ ବଜାରରେ ଥିବା ଏକ ଦୋକାନ ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବିଶ୍ୱରଞ୍ଜନ ସାହୁ। ତାଙ୍କ ଘର ବେଗୁନିଆ ବ୍ଲକର ଡାଳତୋତଳାରେ ବୋଲି ଜଣାପଡ଼ିଛି।

ବିଶ୍ୱରଞ୍ଜନ ସାତ ବର୍ଷ ହେବ ଭିଣୋଇଙ୍କ ଦୋକାନରେ କାମ କରୁଥିଲେ। ଗତକାଲି ସେ ଦୋକାନରେ ଶୋଇଥିଲେ। ତେବେ ଆଜି ସକାଳେ ସେ ଦୋକାନ ଖୋଲିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ବିଶ୍ୱରଞ୍ଜନଙ୍କ ଭିଣୋଇ ଘଟଣାସ୍ଥଳରେ ପହଞ୍ଚି କବାଟ ବାଡେଇ ତାଙ୍କୁ ଡାକିଥିଲେ। ହେଲେ ସେ ଶୁଣି ନଥିଲେ। ତା’ପରେ ସେ  ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୋକାନ କବାଟ ଭାଙ୍ଗି ବିଶ୍ୱରଞ୍ଜନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ବିଶ୍ୱରଞ୍ଜନ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି ଓ ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story