କଲଭର୍ଟ ତଳୁ ବୁଦ୍ଧିରାମଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ରମୁଣି ଛକ କଲଭର୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବୁଦ୍ଧିରାମ ମହାରଣା। ତାଙ୍କ ଘର ନୟାଗଡ଼ ଜିଲ୍ଲାରେ ବୋଲି ଜଣାପଡ଼ିଛି। ବୁଦ୍ଧିରାମ ନୟାଗଡ଼ରୁ ଆସି ସାନଖେମୁଣ୍ଡି ବ୍ଲକର ପଥରପୁଞ୍ଜି ଗାଁରେ ରହୁଥିଲେ। ସେଠାରେ ରହି ସେ ମନ୍ଦିର କାମ କରୁଥିଲେ। ଆଜି ସକାଳେ ତାଙ୍କ ମୃତଦେହ କଲଭର୍ଟ ତଳେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପାଟପୁର […]

deadbody0

deadbody0

Tapaswini Nayak
  • Published: Wednesday, 25 December 2019
  • Updated: 25 December 2019, 03:53 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ରମୁଣି ଛକ କଲଭର୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବୁଦ୍ଧିରାମ ମହାରଣା। ତାଙ୍କ ଘର ନୟାଗଡ଼ ଜିଲ୍ଲାରେ ବୋଲି ଜଣାପଡ଼ିଛି।

ବୁଦ୍ଧିରାମ ନୟାଗଡ଼ରୁ ଆସି ସାନଖେମୁଣ୍ଡି ବ୍ଲକର ପଥରପୁଞ୍ଜି ଗାଁରେ ରହୁଥିଲେ। ସେଠାରେ ରହି ସେ ମନ୍ଦିର କାମ କରୁଥିଲେ। ଆଜି ସକାଳେ ତାଙ୍କ ମୃତଦେହ କଲଭର୍ଟ ତଳେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପାଟପୁର ପୁଲିସ୍‌ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ବୁଦ୍ଧିରାମଙ୍କ ମୃତ୍ୟୁର କାରଣ ଅସଷ୍ଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story