କାଲି ବୁଡିଯାଇଥିଲେ, ଆଜି ମିଳିଲା ମୃତଦଦେହ

ନରସିଂହପୁର (ଦିଲୀପ ପଣ୍ଡା): କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗନ୍ତ ସିଂହନାଥ ପୀଠ ନିକଟ ମହାନଦୀରୁ ଗତକାଲି ନିଖୋଜ ଥିବା ଯୁବକଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ଜଗବନ୍ଧୁ ମହାରଣା। ତାଙ୍କ ଘର ବଡମ୍ବା ନିଜିଗଡ଼ରେ  ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ପାଞ୍ଚ ଜଣ ସାଙ୍ଗ ସିଂହନାଥପୀଠକୁ ବୁଲିବାକୁ ଆସିଥିଲେ। ସମସ୍ତେ ମହାନଦୀରେ ଗାଧୋଉଥିବା ବେଳେ ଜଗବନ୍ଧୁ ବୁଡି ଯାଇଥିଲେ। ରାତି ହୋଇଯାଇଥିବାରୁ ବଡମ୍ବା ଅଗ୍ନିଶମ ବାହିନୀ କର୍ମଚାରୀ […]

deadbody0

deadbody0

Tapaswini Nayak
  • Published: Thursday, 23 April 2020
  • Updated: 23 April 2020, 11:51 AM IST

Sports

Latest News

ନରସିଂହପୁର (ଦିଲୀପ ପଣ୍ଡା): କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗନ୍ତ ସିଂହନାଥ ପୀଠ ନିକଟ ମହାନଦୀରୁ ଗତକାଲି ନିଖୋଜ ଥିବା ଯୁବକଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ଜଗବନ୍ଧୁ ମହାରଣା। ତାଙ୍କ ଘର ବଡମ୍ବା ନିଜିଗଡ଼ରେ  ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ପାଞ୍ଚ ଜଣ ସାଙ୍ଗ ସିଂହନାଥପୀଠକୁ ବୁଲିବାକୁ ଆସିଥିଲେ। ସମସ୍ତେ ମହାନଦୀରେ ଗାଧୋଉଥିବା ବେଳେ ଜଗବନ୍ଧୁ ବୁଡି ଯାଇଥିଲେ। ରାତି ହୋଇଯାଇଥିବାରୁ ବଡମ୍ବା ଅଗ୍ନିଶମ ବାହିନୀ କର୍ମଚାରୀ ଖୋଜାଖୋଜି କରି ପାଇ ନଥିଲେ।

ଆଜି ସକାଳେ ଅଗ୍ନିଶମ ବାହିନୀ ଖୋଜାଖୋଜି କରି ଜଗବନ୍ଧୁଙ୍କ ମୃତଦେହ ମହାନଦୀରୁ ଉଦ୍ଧାର କରିଥିଲେ। ପୁଲିସ୍ ମୃତଦେହକୁ ଉଦ୍ଧାର କରି  ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story