ମୁଣ୍ଡ ବିହୀନ ଶରୀର ଉଦ୍ଧାର, ଶହେ ମିଟର ଦୂରରୁ ମିଳିଲା ମୁଣ୍ଡ

ଚୌଦ୍ୱାର(ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଟାଙ୍ଗି-ମଙ୍ଗୁଳି ରେଳ ଷ୍ଟେସନ ଓଭରବ୍ରିଜ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମଙ୍ଗୁଳି ରେଲୱେ ଓଭରବ୍ରିଜ୍ ନିକଟ ଧାରଣାରୁ ଯୁବକଙ୍କ ମୁଣ୍ଡବିହୀନ ଶରୀର ଉଦ୍ଧାର କରାଯାଇଥିବା ବେଳେ ୧୦୦ ମିଟର ଦୂରରେ ଥିବା ଏକ ଗ୍ୟାରେଜ ନିକଟରୁ ମୁଣ୍ଡ ଉଦ୍ଧାର ହୋଇଛି। ଏହାସହ ମଙ୍ଗୁଳି ରେଲୱେ ଷ୍ଟେସନ ନିକଟରୁ ଯୁବକଙ୍କ ସ୍କୁଟି ଠାବ କରାଯାଇଛି। ମୃତ ଯୁବକଙ୍କ ପରିଚୟ ଜଣାପଡ଼ିନାହିଁ। ତେବେ ଏହା ହତ୍ୟା ନା […]

deadbody

deadbody

Tapaswini Nayak
  • Published: Monday, 09 March 2020
  • Updated: 09 March 2020, 01:15 PM IST

Sports

Latest News

ଚୌଦ୍ୱାର(ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଟାଙ୍ଗି-ମଙ୍ଗୁଳି ରେଳ ଷ୍ଟେସନ ଓଭରବ୍ରିଜ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମଙ୍ଗୁଳି ରେଲୱେ ଓଭରବ୍ରିଜ୍ ନିକଟ ଧାରଣାରୁ ଯୁବକଙ୍କ ମୁଣ୍ଡବିହୀନ ଶରୀର ଉଦ୍ଧାର କରାଯାଇଥିବା ବେଳେ ୧୦୦ ମିଟର ଦୂରରେ ଥିବା ଏକ ଗ୍ୟାରେଜ ନିକଟରୁ ମୁଣ୍ଡ ଉଦ୍ଧାର ହୋଇଛି। ଏହାସହ ମଙ୍ଗୁଳି ରେଲୱେ ଷ୍ଟେସନ ନିକଟରୁ ଯୁବକଙ୍କ ସ୍କୁଟି ଠାବ କରାଯାଇଛି।

ମୃତ ଯୁବକଙ୍କ ପରିଚୟ ଜଣାପଡ଼ିନାହିଁ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି। ହେଲେ ଏପର୍ଯ୍ୟନ୍ତ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିନ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos