ରେଳଲାଇନରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ବଲାଙ୍ଗିର(ମନରଞ୍ଜନ ଯୋଶୀ):   ବଲାଙ୍ଗିର-କେସିଙ୍ଗା ରେଳ ଲାଇନର ରିନ୍‌ବଚନ ନିକଟରୁ ଯୁବକ, ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ଉଭୟଙ୍କ ପରିଚୟ ମିଳିପାରିନି । ଗତକାଲି ବିଳମ୍ବିତ ରାତିରେ ଏପରି ଘଟିଥିବା ଅନୁମାନ କରାଯାଉଛି। ତେବେ ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି ତାକୁ ନେଇ ଖୋଳତାଡ଼ କରୁଛି ପୁଲିସ୍।  ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

deadbody

deadbody

Tapaswini Nayak
  • Published: Thursday, 02 January 2020
  • Updated: 02 January 2020, 02:02 PM IST

Sports

Latest News

ବଲାଙ୍ଗିର(ମନରଞ୍ଜନ ଯୋଶୀ):   ବଲାଙ୍ଗିର-କେସିଙ୍ଗା ରେଳ ଲାଇନର ରିନ୍‌ବଚନ ନିକଟରୁ ଯୁବକ, ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ଉଭୟଙ୍କ ପରିଚୟ ମିଳିପାରିନି । ଗତକାଲି ବିଳମ୍ବିତ ରାତିରେ ଏପରି ଘଟିଥିବା ଅନୁମାନ କରାଯାଉଛି।

ତେବେ ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି ତାକୁ ନେଇ ଖୋଳତାଡ଼ କରୁଛି ପୁଲିସ୍।  ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos