ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ବେକରେ ରହିଛି କଟା ଦାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚଳରେ ଜଣେ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଶୁଭଶ୍ରୀ ମହାପାତ୍ର। ତାଙ୍କୁ ୩୫ ବର୍ଷ ହୋଇଥିଲା। ଗତକାଲି ଶୁଭଶ୍ରୀଙ୍କ ମୃତଦେହ ନିଜ ଘରର ବେଡ୍ ଉପରେ ପଡ଼ିଥିଲା। ୪ ବର୍ଷର ପୁଅ ଟ୍ୟୁସନରୁ ଫେରି ମା’ର ଏ ଅବସ୍ଥା ଦେଖି ପାଖ ପଡ଼ୋଶୀଙ୍କୁ ଜଣାଇଥିଲା। ପଡ଼ୋଶୀ ଜରିଆରେ ବାପାଙ୍କୁ ଫୋନ କରିଥିଲା।  ସ୍ୱାମୀ ଘରେ ପହଞ୍ଚି ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ […]

murder

murder

Tapaswini Nayak
  • Published: Wednesday, 31 August 2022
  • Updated: 31 August 2022, 04:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚଳରେ ଜଣେ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଶୁଭଶ୍ରୀ ମହାପାତ୍ର। ତାଙ୍କୁ ୩୫ ବର୍ଷ ହୋଇଥିଲା।

ଗତକାଲି ଶୁଭଶ୍ରୀଙ୍କ ମୃତଦେହ ନିଜ ଘରର ବେଡ୍ ଉପରେ ପଡ଼ିଥିଲା। ୪ ବର୍ଷର ପୁଅ ଟ୍ୟୁସନରୁ ଫେରି ମା’ର ଏ ଅବସ୍ଥା ଦେଖି ପାଖ ପଡ଼ୋଶୀଙ୍କୁ ଜଣାଇଥିଲା। ପଡ଼ୋଶୀ ଜରିଆରେ ବାପାଙ୍କୁ ଫୋନ କରିଥିଲା।  ସ୍ୱାମୀ ଘରେ ପହଞ୍ଚି ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମହିଳାଙ୍କ ବେକରେ କଟା ଦାଗ ରହିଛି।  ତାଙ୍କର ଗଳା ଦବାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ତେବେ କିଏ ଓ କାହିଁକି ଶୁଭଶ୍ରୀଙ୍କୁ ହତ୍ୟା କଲା ତାର କାରଣ ଜଣାପଡ଼ିନାହିଁ।  କମିଶନରେଟ ପୁଲିସ  ଘଟଣାର ତଦନ୍ତ କରୁଛି। ଶୁଭଶ୍ରୀଙ୍କ  ସ୍ୱାମୀ ଅନନ୍ତ ନାରାୟଣ ନାଥ ଏକ ଘରୋଇ କମ୍ପାନୀରେ କାମ କରନ୍ତି।  ଗତକାଲି ସେ  କାମକୁ ଯାଇଥିଲେ। ଶୁଭଶ୍ରୀ ଘରେ ଏକ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story