ହତ୍ୟା କରି ପୋଡି ଫୋପାଡ଼ି ଦେଲେ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରୁ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।  କେହି ହତ୍ୟା କରିବା ପରେ ତାଙ୍କୁ ପୋଡି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି।  ତେବେ ମୃତକଙ୍କ ପରିଚୟ ମିଳିଛି।  ସେ ଗଞ୍ଜାମ ଜିଲ୍ଲା ପୋଲସର ଅଞ୍ଚଳର ସୁଧୀର ସାହୁ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଆଜି ସକାଳେ ସୁଧୀରଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଜାତୀୟ ରାଜପଥ କଡ଼ରେ ପଡ଼ିଥିବା […]

deadbody

deadbody

Tapaswini Nayak
  • Published: Friday, 08 October 2021
  • Updated: 08 October 2021, 08:47 AM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରୁ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।  କେହି ହତ୍ୟା କରିବା ପରେ ତାଙ୍କୁ ପୋଡି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି।  ତେବେ ମୃତକଙ୍କ ପରିଚୟ ମିଳିଛି।  ସେ ଗଞ୍ଜାମ ଜିଲ୍ଲା ପୋଲସର ଅଞ୍ଚଳର ସୁଧୀର ସାହୁ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଆଜି ସକାଳେ ସୁଧୀରଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଜାତୀୟ ରାଜପଥ କଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି।

[caption id="attachment_682417" align="aligncenter" width="650"]sudir     ଗଞ୍ଜାମ ଜିଲ୍ଲା ପୋଲସର ଅଞ୍ଚଳର ସୁଧୀର ସାହୁ[/caption]

ସୁଧୀରଙ୍କ ନାଁରେ ପୋଲସରା  ଥାନାରେ ଅପରାଧିକ ମାମଲା ଥିବା ସୂଚନା ମିଳିଛି।  ପୂର୍ବ ଶତ୍ରୁତାକୁ  କେନ୍ଦ୍ରକରି ଏଭଳି ହତ୍ୟା କାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos