ଯୁବକ ହତ୍ୟା ଘଟଣାରେ ଯୁବତୀ ଅଟକ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ମିଛାପାଲି ଗାଁର ଜଣେ ଯୁବକଙ୍କ ମୃତଦେହ ଚାଷ ଜମିରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଆଲୋକ ନାଏକ। ଆଲୋକଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୁଲିସ୍ ଜଣେ ଅଜଣା ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆଲୋକଙ୍କ ମୃତଦେହ ମିଛାପାଲିରୁ ଖଲିଆପାଲିକୁ ଯାଇଥିବା ରାସ୍ତା ମଝିରେ ଏକ ଚାଷ ଜମିରେ ପଡ଼ିଥିଲା। ଏ ସମ୍ପର୍କରେ ଗତକାଲି ବିଳମ୍ବିତ ରାତିରେ  […]

deadbody000

deadbody000

Tapaswini Nayak
  • Published: Monday, 20 January 2020
  • Updated: 20 January 2020, 01:48 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ମିଛାପାଲି ଗାଁର ଜଣେ ଯୁବକଙ୍କ ମୃତଦେହ ଚାଷ ଜମିରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଆଲୋକ ନାଏକ। ଆଲୋକଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୁଲିସ୍ ଜଣେ ଅଜଣା ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଆଲୋକଙ୍କ ମୃତଦେହ ମିଛାପାଲିରୁ ଖଲିଆପାଲିକୁ ଯାଇଥିବା ରାସ୍ତା ମଝିରେ ଏକ ଚାଷ ଜମିରେ ପଡ଼ିଥିଲା। ଏ ସମ୍ପର୍କରେ ଗତକାଲି ବିଳମ୍ବିତ ରାତିରେ  ଜଣେ ଯୁବତୀ ଆଲୋକଙ୍କ ପରିବାରକୁ ଖବର ଦେଇଥିଲେ। ଏପରିକି ଯୁବତୀଜଣଙ୍କ ଘଟଣାସ୍ଥଳକୁ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ନେଇ ଯାଇଥିଲେ।

ପରିବାର ଲୋକେ ପୁଅକୁ ଉଦ୍ଧାର କରି ତରଭା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଲୋକଙ୍କ ବେକରେ କଟା ଦାଗ ଲାଗିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ହତ୍ୟାକାଣ୍ଡର ପର୍ଦ୍ଦାଫାସ କରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବଲାଙ୍ଗିର ସୋନପୁର ରାଜରାସ୍ତାର ବଇରାସର ଛକରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ। ଏପରିକି ବ୍ୟବଚ୍ଛେଦ ପାଇଁ ନିଆଯାଉଥିବା ମୃତଦେହକୁ ଛାଡ଼ି ନାହାନ୍ତି ଉତ୍ତ୍ୟକ୍ତ ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story