ବାଇକ୍‌ରେ ବୁହା ହେଲା ଶବ

ଉମରକୋଟ: ଲୋପ ପାଇଯାଉଛି ମଣିଷ ପଣିଆ। ମରି ଯାଉଛି ମାନବିକତା। ମୃତ୍ୟୁ ପରେ ବି ମିଳୁନି ସମ୍ମାନ। ସଭ୍ୟ ସମାଜକୁ ନିନ୍ଦିତ କଲା ଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଭରୁଆମୁଣ୍ଡା ଗାଁରେ। ଗାଁର ଜଣେ ମହିଳାଙ୍କ ମୃତଦେହକୁ ବାଇକ୍‌ରେ ନିଆଯିବା ଘଟଣା ସାମ୍ନାକୁ ଆସିଛି। ଦୁଇ ଜଣ ଯୁବକ ବାଇକ୍‌ରେ ବସିଥିବା ବେଳେ ପଛରେ ମୃତଦେହକୁ ବନ୍ଧାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଗାଁର ଜଣେ ମହିଳାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଏକ ଗଛରୁ […]

umerkot

umerkot

Rakesh Mallick
  • Published: Sunday, 29 May 2016
  • Updated: 29 May 2016, 07:06 AM IST

Sports

Latest News

umerkotଉମରକୋଟ: ଲୋପ ପାଇଯାଉଛି ମଣିଷ ପଣିଆ। ମରି ଯାଉଛି ମାନବିକତା। ମୃତ୍ୟୁ ପରେ ବି ମିଳୁନି ସମ୍ମାନ। ସଭ୍ୟ ସମାଜକୁ ନିନ୍ଦିତ କଲା ଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଭରୁଆମୁଣ୍ଡା ଗାଁରେ। ଗାଁର ଜଣେ ମହିଳାଙ୍କ ମୃତଦେହକୁ ବାଇକ୍‌ରେ ନିଆଯିବା ଘଟଣା ସାମ୍ନାକୁ ଆସିଛି। ଦୁଇ ଜଣ ଯୁବକ ବାଇକ୍‌ରେ ବସିଥିବା ବେଳେ ପଛରେ ମୃତଦେହକୁ ବନ୍ଧାଯାଇଥିଲା।

ମିଳିଥିବା ସୂଚନା ଅନୁସାରେ ଗାଁର ଜଣେ ମହିଳାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଏକ ଗଛରୁ ଉଦ୍ଧାର କରାଯାଇଥିଲା। ପରେ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବୁହା ଗାଡ଼ି ନ ଥିବାରୁ ମର ଶରୀରକୁ ବାଇକ୍‌ରେ ଏଭଳି ଭାବେ ନେଇଥିଲେ ଯୁବକ ଦ୍ୱୟ। ଏ ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଝରିଗାଁ ବିଧାୟକ ତଥା ମନ୍ତ୍ରୀ ରମେଶ ମାଝି କହିଛନ୍ତି,“ଶବ ବୁହା ଗାଡ଼ି ଥିଲା। ଫୋନ୍ କରି ଥିଲେ ଆସିଥାଆନ୍ତା।”

ନବରଙ୍ଗପୁର ଜିଲ୍ଲାରେ ଏଭଳି ଘଟଣା ନୂଆ ନୁହେଁ। ଏହା ପୂର୍ବରୁ ଉମରକୋଟ ବ୍ଲକ୍ ଚଲାନଗୁଡ଼ା ଗାଁରେ ମଧ୍ୟ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା। ଗାଁରେ ଆତ୍ମହତ୍ୟା କରିଥିବା ଅର୍ଜୁନ ଚଲାନ୍ ନାମକ ଜଣେ ଚାଷୀଙ୍କ ମୃତଦେହକୁ ବାଇକ୍‌ରେ ବୋଡି ଝରିଗାଁକୁ ବ୍ୟବଚ୍ଛେଦ ପାଇଁ ନେଇଥିଲେ ମୃତକଙ୍କ ସଂପର୍କୀୟ। ସବୁଠୁ ବଡ଼ କଥା ହେଉଛି ନବରଙ୍ଗପୁର ଜିଲ୍ଲାର ରାଇଘର, ଝରିଗାଁ, ଡାବୁଗାଁ ଏବଂ ଚନ୍ଦାହାଣ୍ଡି ବ୍ଲକର କୌଣସି ଡାକ୍ତରଖାନାରେ ଶବବୁହା ଗାଡ଼ି ନାହିଁ। ଫଳରେ ଗରିବ ଲୋକେ ବାଧ୍ୟ ହୋଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏବଂ ବ୍ୟବଚ୍ଛେଦ ପରେ ଏଭଳି ଭାବେ ନେଇଥାଆନ୍ତି। ଗତ କିଛି ଦିନ ତଳେ ଉମରକୋଟ ମେଡିକାଲକୁ ଗୋଟିଏ ଶବବୁହା ଗାଡ଼ି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story