ମହଙ୍ଗା ପଡ଼ିଲା ସେଲ୍‌ଫି ନିଶା, ବିଦ୍ୟୁତ୍‌ ଆଘାତରେ ଛାତ୍ର ଗୁରୁତର

ଭୁବନେଶ୍ୱର: ମହଙ୍ଗା ପଡିଛି ସେଲ୍‌ଫି ନିଶା। ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଏକ ମାଲବାହୀ ଟ୍ରେନ୍‌ ଉପରେ ଚଢି ସେଲ୍‌ଫି ନେଲା ବେଳେ ବିଦ୍ୟୁତ୍‌ ଆଘାତରେ ଆଜି ଜଣେ ଇଞ୍ଜିନିୟରିଂ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କ ନାଁ ଶୁଭେନ୍ଦୁ ନାୟକ। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଶୁଭେନ୍ଦୁ ତାଙ୍କର ୩ ଜଣ ସାଙ୍ଗଙ୍କ ସହ ମଞ୍ଚେଶ୍ୱର ଭୋଟପଡାରେ ଅଟକିଥିବା ଏକ ମାଲବାହୀ ଟ୍ରେନ୍‌ ନିକଟକୁ ସେଲ୍‌ଫି ଉଠାଇବାକୁ ଯାଇଥିଲେ। ଶୁଭେନ୍ଦୁ ଟ୍ରେନ୍‌ ଛାତ ଉପରକୁ ଚଢି […]

deadly-selfi

deadly-selfi

Rakesh Mallick
  • Published: Monday, 26 September 2016
  • Updated: 27 September 2016, 11:29 AM IST

Sports

Latest News

deadly-selfiଭୁବନେଶ୍ୱର: ମହଙ୍ଗା ପଡିଛି ସେଲ୍‌ଫି ନିଶା। ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଏକ ମାଲବାହୀ ଟ୍ରେନ୍‌ ଉପରେ ଚଢି ସେଲ୍‌ଫି ନେଲା ବେଳେ ବିଦ୍ୟୁତ୍‌ ଆଘାତରେ ଆଜି ଜଣେ ଇଞ୍ଜିନିୟରିଂ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କ ନାଁ ଶୁଭେନ୍ଦୁ ନାୟକ। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଶୁଭେନ୍ଦୁ ତାଙ୍କର ୩ ଜଣ ସାଙ୍ଗଙ୍କ ସହ ମଞ୍ଚେଶ୍ୱର ଭୋଟପଡାରେ ଅଟକିଥିବା ଏକ ମାଲବାହୀ ଟ୍ରେନ୍‌ ନିକଟକୁ ସେଲ୍‌ଫି ଉଠାଇବାକୁ ଯାଇଥିଲେ। ଶୁଭେନ୍ଦୁ ଟ୍ରେନ୍‌ ଛାତ ଉପରକୁ ଚଢି ଯାଇ ସେଲ୍‌ଫି ନେଉଥିବା ବେଳେ ଟ୍ରେନ୍‌ ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଛିଟକି ତଳେ ପଡିଯାଇଥିଲେ।  ବିଦ୍ୟୁତ୍‌ ଆଘାତରେ ତାଙ୍କ ଦେହର ବିଭିନ୍ନ ସ୍ଥାନ ଜଳି ଯାଇଛି। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏନେଇ ମଞ୍ଚେଶ୍ୱର ଜିଆରପି ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story