ଦେବାଶିଷଙ୍କ ବିରୋଧରେ ଅଭିଯୋଗ ନେଇ ପୁଣି ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ଶିଖା

କଟକ: ବାରବାଟୀ-ଚୌଦ୍ୱାର ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭାଇବୋହୂ ଶିଖା ସାମନ୍ତରାୟ ଆଜି ପୁଣି ରାଜ୍ୟ ମହିଳା କମିଶନଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଦୁଇଦିନ ତଳେ ଶିଖା ଦେବାଶିଷଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ତାଙ୍କ ସ୍ୱାମୀ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଦେବାଶିଷ ସାମନ୍ତରାୟ ତାଙ୍କ ଚିକିତ୍ସା ପାଇଁ ଟଙ୍କା ଦେଉ ନାହାନ୍ତି। ଟଙ୍କା ମାଗିଲେ ସେ ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିବା ଶିଖା ମହିଳା କମିଶନଙ୍କୁ ଜଣାଇଥିଲେ। ଆଜି ଶିଖା ତାଙ୍କ ପୁଅ, ଝିଅ […]

sikha-samantray

sikha-samantray

Rakesh Mallick
  • Published: Wednesday, 06 April 2016
  • Updated: 06 April 2016, 12:35 PM IST

Sports

Latest News

କଟକ: ବାରବାଟୀ-ଚୌଦ୍ୱାର ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭାଇବୋହୂ ଶିଖା ସାମନ୍ତରାୟ ଆଜି ପୁଣି ରାଜ୍ୟ ମହିଳା କମିଶନଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଦୁଇଦିନ ତଳେ ଶିଖା ଦେବାଶିଷଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ତାଙ୍କ ସ୍ୱାମୀ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଦେବାଶିଷ ସାମନ୍ତରାୟ ତାଙ୍କ ଚିକିତ୍ସା ପାଇଁ ଟଙ୍କା ଦେଉ ନାହାନ୍ତି। ଟଙ୍କା ମାଗିଲେ ସେ ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିବା ଶିଖା ମହିଳା କମିଶନଙ୍କୁ ଜଣାଇଥିଲେ। ଆଜି ଶିଖା ତାଙ୍କ ପୁଅ, ଝିଅ ଓ ଭଉଣୀଙ୍କ ସହ ଆସି ରାଜ୍ୟ ମହିଳା କମିଶନଙ୍କୁ ଭେଟି ଅଭିଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି।

ଶିଖା କହିଛନ୍ତି, “ମହିଳା କମିଶନ ମୋ ଅଭିଯୋଗ ଶୁଣିଛନ୍ତି। ଏହାର ବିଚାର କରିବାକୁ ସେ ୨ ସପ୍ତାହ ସମୟ ମାଗିଛନ୍ତି। ମୋର ପୂରା ବିଶ୍ୱାସ ଅଛି, ଏଠାରୁ ମୁଁ ନ୍ୟାୟ ପାଇବି।”

ଅନ୍ୟପକ୍ଷରେ ଦେବାଶିଷ ବାଦାମବାଡ଼ି ଥାନାରେ ଏକ ଷ୍ଟେସନ ଡାଏରୀ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି, ସାନଭାଇ କୌଶିକ ସାମନ୍ତରାୟ କିଛି କାମ କରୁ ନ ଥିବାରୁ ତା’ ପରିବାର ପ୍ରତିପୋଷଣ ପାଇଁ ପ୍ରତିମାସ କିଛି ଟଙ୍କା ଦେଉଥିଲି। ସେ କ୍ୟାନସର ଆକ୍ରାନ୍ତ ହେବା ପରେ ଚିକିତ୍ସା ବାବଦକୁ ୭୦ରୁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ହେଲେ ଭାଇବୋହୂ ଶିଖା ପ୍ରତିମାସ ତାଙ୍କୁ ଟଙ୍କା ଦେବାକୁ ଦାବି କରୁଛନ୍ତି। ଟଙ୍କା ଦେବାକୁ ମନା କରିବାରୁ ଶିଖା ଏପରି ଅଭିଯୋଗ ଆଣୁଛନ୍ତି। ଭାଇବୋହୂ ଦାବି କରିଥିବା ଟଙ୍କା ଦେବା ସମ୍ଭବ ନୁହେଁ। ତାଙ୍କ ଦାବି ମୁତାବକ ଟଙ୍କା ନ ଦେବାରୁ ଏଭଳି ଅପପ୍ରଚାର କରୁଛନ୍ତି ବୋଲି ଦେବାଶିଷ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story