ଡିସେମ୍ୱର ୧୪ରେ ରାଜ୍ୟସଭା ଉପନିର୍ବାଚନ; ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ନିର୍ବାଚନ

ଭୁବନେଶ୍ୱର: କଳ୍ପତରୁ ଦାସଙ୍କ ପରଲୋକ ପରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଆସନ୍ତା ଡିସେମ୍ୱର ୧୪ରେ ଉପନିର୍ବାଚନ ହେବ। ଏଥିପାଇଁ ବୁଧବାର ତାରିଖ ଘୋଷଣା ହୋଇଛି। ଏହି  ଉପନିର୍ବାଚନ ପାଇଁ ଆସନ୍ତା ୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହେଉଛି ଡିସେମ୍ୱର ୩। ୪ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ଡିସେମ୍ୱର ୭। ଯଦି ଆବଶ୍ୟକ ପଡେ଼ ତା’ହେଲେ ଡିସେମ୍ୱର ୧୪ରେ ନିର୍ବାଚନ ହେବ। ସେହିଦିନ […]

parlament

parlament

Rakesh Mallick
  • Published: Wednesday, 18 November 2015
  • Updated: 26 November 2015, 06:39 AM IST

Sports

Latest News

ଭୁବନେଶ୍ୱର: କଳ୍ପତରୁ ଦାସଙ୍କ ପରଲୋକ ପରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଆସନ୍ତା ଡିସେମ୍ୱର ୧୪ରେ ଉପନିର୍ବାଚନ ହେବ। ଏଥିପାଇଁ ବୁଧବାର ତାରିଖ ଘୋଷଣା ହୋଇଛି। ଏହି  ଉପନିର୍ବାଚନ ପାଇଁ ଆସନ୍ତା ୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହେଉଛି ଡିସେମ୍ୱର ୩। ୪ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ଡିସେମ୍ୱର ୭। ଯଦି ଆବଶ୍ୟକ ପଡେ଼ ତା’ହେଲେ ଡିସେମ୍ୱର ୧୪ରେ ନିର୍ବାଚନ ହେବ। ସେହିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ଭୋଟଗ୍ରହଣ ହୋଇ ଅପରାହ୍ନ ୫ଟାରେ ଭୋଟ୍ ଗଣତି ହେବ। ରାଜ୍ୟସଭା ସଦସ୍ୟ ଥିବା ବିଜେଡି ନେତା କଳ୍ପତରୁ ଦାସ ଗତ ଜୁଲାଇ ୨୫ ତାରିଖରେ ପ୍ରାଣ ହରାଇଥିଲେ। ୨୦୨୦ ଏପ୍ରିଲ୍ ୨ ତାରିଖ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story