ଡିସେମ୍ବର ମଧ୍ୟଭାଗରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିପାରେ

ଭୁବନେଶ୍ୱର: ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତ ଟିକେ ଶୀଘ୍ର ଆସିଛି। ମାତ୍ର ଏହାର ପ୍ରଭାବ ସ୍ଥିର ରହିଛି। ତେବେ ଡିସେମ୍ୱର ମଧ୍ୟଭାଗରେ ଶୀତର ପ୍ରକୋପ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ତରଫରୁ ସୁଚନା ଦିଆଯାଇଛି। ଲଗାତର ଭାବେ ଦକ୍ଷିଣ-ପଶ୍ଚିମ ବଙ୍ଗେ।ପସାଗର ଏବଂ ପଶ୍ଚିମ ଆରବ ସାଗରରେ  ଲଘୁଚାପ କ୍ଷତ୍ର ସୃଷ୍ଟି ହେଉଥିବାରୁ ଏପରି ଦେଖିବାକୁ ମିଳିଛି। ତେବେ ଏହି ଲଘୁଚାପ ପ୍ରଭାବରେ ଉତ୍ତର-ପୂର୍ବ ଦିଗରୁ ଶୁଷ୍କ ଓ ଥଣ୍ଡା ପବନ ଓଡିଶାକୁ ବହୁଛି। ଯାହାଫଳରେ […]

winter

winter

Rakesh Mallick
  • Published: Monday, 09 November 2015
  • Updated: 09 November 2015, 03:07 AM IST

Sports

Latest News

ଭୁବନେଶ୍ୱର: ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତ ଟିକେ ଶୀଘ୍ର ଆସିଛି। ମାତ୍ର ଏହାର ପ୍ରଭାବ ସ୍ଥିର ରହିଛି। ତେବେ ଡିସେମ୍ୱର ମଧ୍ୟଭାଗରେ ଶୀତର ପ୍ରକୋପ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ତରଫରୁ ସୁଚନା ଦିଆଯାଇଛି। ଲଗାତର ଭାବେ ଦକ୍ଷିଣ-ପଶ୍ଚିମ ବଙ୍ଗେ।ପସାଗର ଏବଂ ପଶ୍ଚିମ ଆରବ ସାଗରରେ  ଲଘୁଚାପ କ୍ଷତ୍ର ସୃଷ୍ଟି ହେଉଥିବାରୁ ଏପରି ଦେଖିବାକୁ ମିଳିଛି। ତେବେ ଏହି ଲଘୁଚାପ ପ୍ରଭାବରେ ଉତ୍ତର-ପୂର୍ବ ଦିଗରୁ ଶୁଷ୍କ ଓ ଥଣ୍ଡା ପବନ ଓଡିଶାକୁ ବହୁଛି। ଯାହାଫଳରେ ଓଡିଶାର ବାୟୁମଣ୍ଡଳ ଥଣ୍ଡା ରହୁଛି। ଏଣୁ ଅକ୍ଟୋବର ମାସ ୨୭ ତାରିଖରୁ ଓଡିଶାରେ କ୍ରମାଗତ ଭାବେ ତାପମାତ୍ରା ୨୦, ୨୧ ଡିଗ୍ରୀ  ରହିଛି। ସେହିପରି ଆଭ୍ୟନ୍ତରୀଣ ଓଡିଶା ଫୁଲବାଣୀରେ ସର୍ବନିମ୍ନ ୧୭ ଡିଗ୍ରୀ ସେଲ୍ସିଅସ ତାପମାତ୍ରା ରେକର୍ଡ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos