ଡିସେମ୍ୱର ୩ରେ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ଓଡ଼ିଶା ଶିକ୍ଷା ସହାୟକ ସଂଘର ଚେତାବନୀ

ଭୁବନେଶ୍ୱର: ଡିସେମ୍ୱର ୩ରେ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛି ଓଡ଼ିଶା ଶିକ୍ଷା ସହାୟକ ସଂଘ । ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ସହ ସଂଘର ଆଲୋଚନା ବିଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶିକ୍ଷା ଅଧିକାର ଆଇନ ୨୦୦୯ର ଧାରା ୨୩ ଓ ରାଜ୍ୟ ସରକାରଙ୍କର ଶିକ୍ଷାଧିକାର ନିମୟ ୨୦୧୦ର ଧାରା ୧୮ ଅନୁସାରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡିକରେ ନିୟମିତ ଶିକ୍ଷକ ନିଯୁକ୍ତି କରାଯିବାକୁ ଦାବି ହୋଇଥିଲା। ନିୟମିତ ଶିକ୍ଷକଙ୍କ ଭଳି ସମସ୍ତ […]

assmble

assmble

Rakesh Mallick
  • Published: Tuesday, 24 November 2015
  • Updated: 24 November 2015, 08:21 AM IST

Sports

Latest News

ଭୁବନେଶ୍ୱର: ଡିସେମ୍ୱର ୩ରେ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛି ଓଡ଼ିଶା ଶିକ୍ଷା ସହାୟକ ସଂଘ । ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ସହ ସଂଘର ଆଲୋଚନା ବିଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶିକ୍ଷା ଅଧିକାର ଆଇନ ୨୦୦୯ର ଧାରା ୨୩ ଓ ରାଜ୍ୟ ସରକାରଙ୍କର ଶିକ୍ଷାଧିକାର ନିମୟ ୨୦୧୦ର ଧାରା ୧୮ ଅନୁସାରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡିକରେ ନିୟମିତ ଶିକ୍ଷକ ନିଯୁକ୍ତି କରାଯିବାକୁ ଦାବି ହୋଇଥିଲା। ନିୟମିତ ଶିକ୍ଷକଙ୍କ ଭଳି ସମସ୍ତ ସୁବିଧା ଯୋଗାଇଦେବାକୁ ସଂଘ ଦାବି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story