ଧୋକ୍କା ଦେଲା ମୌସୁମୀ: ୬ ଜିଲ୍ଲାରେ କମ୍‌ ବର୍ଷା ହୋଇଛି, ଚିନ୍ତାରେ ଚାଷୀ

ଭୁବନେଶ୍ୱର: ଜୁଲାଇରେ ରାଜ୍ୟର ୬ଟି ଜିଲ୍ଲାରେ ସ୍ୱଭାବିକଠାରୁ ଯଥେଷ୍ଟ କମ୍ ବର୍ଷା ହୋଇଛି। ଯାହାଫଳରେ ପ୍ରଭାବିତ ହୋଇଛି ଚାଷ କାର୍ଯ୍ୟ। ବିଶେଷ କରି ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ। ସେପଟେ ପାଣିପାଗ ବିଭାଗ କହିଛି ଆଗକୁ ଭଲ ବର୍ଷା ହେବ। ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ ମାସ ୬ଟି ଜିଲ୍ଲାରେ ସ୍ୱଭାବିକଠାରୁ ଯଥେଷ୍ଟ କମ୍ ବର୍ଷା ହୋଇଛି। ସବୁଠୁ କମ୍ ବର୍ଷା ହୋଇଛି ନୂଆପଡ଼ାରେ। ଏଠାରେ ସ୍ୱଭାବିକଠାରୁ ୫୪ […]

agreculter made dhoka

agreculter made dhoka

Rakesh Mallick
  • Published: Friday, 04 August 2017
  • Updated: 04 August 2017, 10:44 PM IST

Sports

Latest News

ଭୁବନେଶ୍ୱର: ଜୁଲାଇରେ ରାଜ୍ୟର ୬ଟି ଜିଲ୍ଲାରେ ସ୍ୱଭାବିକଠାରୁ ଯଥେଷ୍ଟ କମ୍ ବର୍ଷା ହୋଇଛି। ଯାହାଫଳରେ ପ୍ରଭାବିତ ହୋଇଛି ଚାଷ କାର୍ଯ୍ୟ। ବିଶେଷ କରି ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ। ସେପଟେ ପାଣିପାଗ ବିଭାଗ କହିଛି ଆଗକୁ ଭଲ ବର୍ଷା ହେବ।

ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ ମାସ ୬ଟି ଜିଲ୍ଲାରେ ସ୍ୱଭାବିକଠାରୁ ଯଥେଷ୍ଟ କମ୍ ବର୍ଷା ହୋଇଛି। ସବୁଠୁ କମ୍ ବର୍ଷା ହୋଇଛି ନୂଆପଡ଼ାରେ। ଏଠାରେ ସ୍ୱଭାବିକଠାରୁ ୫୪ ପ୍ରତିଶତ କମ୍ ବର୍ଷା ହୋଇଛି। ଏହାପଛକୁ ରହିଛି କନ୍ଧମାଳ। ଯେଉଁଠି ୩୯ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ସେହିପରି ବଲାଙ୍ଗିରରେ ୩୮, ଢେଙ୍କାନାଳରେ ୩୩, ଅନୁଗୋଳରେ ୩୨ ଓ ବରଗଡ଼ରେ ୩୦ ପ୍ରତିଶତ କମ୍ ବର୍ଷା ହୋଇଛି। ତେବେ ଆଗକୁ ବର୍ଷା ପରିମାଣ ବଢ଼ିବା ସହ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଧାରା ଶ୍ରାବଣ ସରିବାକୁ ବସିଲାଣି। ହେଲେ ବର୍ଷା ନାହିଁ। ଶ୍ରାବଣରେ ନିଦାଘ ଖରା, ପାଣି ଅଭାବରୁ ମାଟି ଫାଟି ଆଁ କଲାଣି। ଏକର ଏକର ଜମି ପାଲଟିଛି ଗୋରୁଗାଈଙ୍କ ଚରାଭୂଇଁ। ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। କେବଳ କୋମନା ନୁହେଁ ସମଗ୍ର ଜିଲ୍ଲାରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ସମାନ ପରିସ୍ଥିତି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ମଧ୍ୟ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story