ଦିଲ୍ଲୀ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଅମୂଲ୍ୟ

ଭୁବନେଶ୍ୱର: ଦିଲ୍ଲୀ ପୋଲିସର ନୂଆ ମୁଖ୍ୟ ଭାବେ ଆଇପିଏସ୍‌ ଅମୂଲ୍ୟ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ପଦ ଗ୍ରହଣ ପରେ ଅମୂଲ୍ୟ କହିଛନ୍ତି ଷ୍ଟ୍ରିଟ୍‌ କ୍ରାଇମ କମାଇବା ଓ ମହିଳାଙ୍କ ସୁରକ୍ଷା ତାଙ୍କର ପ୍ରାଥମିକତା ହେବ। ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଅମୂଲ୍ୟ ଏହି ପଦରେ କାର୍ଯ୍ୟ କରିବେ। ୧୯୮୫ ଏଜିଏମ୍‌ୟୁଟି କ୍ୟାଡରର ଅମୂଲ୍ୟ ପୂର୍ବରୁ ସେଣ୍ଟ୍ରାଲ, ଇଷ୍ଟ ଓ ସାଉଥ ଦିଲ୍ଲୀରେ ଡିସିପି ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଆଇନଶୃଙ୍ଖଲା ରକ୍ଷା ସହ ଅପରାଧ […]

amulya-pattnik

amulya-pattnik

Rakesh Mallick
  • Published: Tuesday, 31 January 2017
  • Updated: 31 January 2017, 10:39 PM IST

Sports

Latest News

ଭୁବନେଶ୍ୱର: ଦିଲ୍ଲୀ ପୋଲିସର ନୂଆ ମୁଖ୍ୟ ଭାବେ ଆଇପିଏସ୍‌ ଅମୂଲ୍ୟ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ପଦ ଗ୍ରହଣ ପରେ ଅମୂଲ୍ୟ କହିଛନ୍ତି ଷ୍ଟ୍ରିଟ୍‌ କ୍ରାଇମ କମାଇବା ଓ ମହିଳାଙ୍କ ସୁରକ୍ଷା ତାଙ୍କର ପ୍ରାଥମିକତା ହେବ। ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଅମୂଲ୍ୟ ଏହି ପଦରେ କାର୍ଯ୍ୟ କରିବେ।

୧୯୮୫ ଏଜିଏମ୍‌ୟୁଟି କ୍ୟାଡରର ଅମୂଲ୍ୟ ପୂର୍ବରୁ ସେଣ୍ଟ୍ରାଲ, ଇଷ୍ଟ ଓ ସାଉଥ ଦିଲ୍ଲୀରେ ଡିସିପି ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଆଇନଶୃଙ୍ଖଲା ରକ୍ଷା ସହ ଅପରାଧ ଅନୁସନ୍ଧାନକୁ ପ୍ରାଥମିକତା ଦେଉଥିବା ଅମୂଲ୍ୟ ୨୦୦୩ରେ ଏସ୍‌ପିଜିର ଆଇଜି ଭାବେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସୁରକ୍ଷା ପରିଚାଳନା ଦାୟିତ୍ୱରେ ଥିଲେ।

ପ୍ରଥମ ଓଡ଼ିଆ ଭାବେ ସେ ଏହି ପଦରେ ନିଯୁକ୍ତି ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos