ରେଭ୍ ପାର୍ଟିରେ ସାପ ବିଷର ଚାହିଦା ! ବିଦେଶୀ ଲିଙ୍କ୍‌ର ଖୋଳତାଡ଼ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସାପ ବିଷ କାରବାରରେ କ୍ରାଇମବ୍ରାଞ୍ଚ ତଦନ୍ତ ସୁପାରିସ ହୋଇଛି।  ଆନ୍ତର୍ଜାତିକ ଲିଙ୍କ୍ ସନ୍ଦେହ କରି ସୁପାରିସ କରିଛି ଜଙ୍ଗଲ ବିଭାଗ।  ଏହାସହ ଓ୍ୱାଇଲଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋକୁ ମଧ୍ୟ ଲେଖିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କ ଫୋନକଲ ରେକର୍ଡ କଲେ ରାକେଟ୍ ନେଟଓ୍ୱର୍କ ସାମନାକୁ ଆସିପାରିବ।  ବିଷ କାରବାରର ମାଷ୍ଟରମାଇଣ୍ଡ ଫେରାର ଥିବାବେଳେ କିଛି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରିଛି ବନବିଭାଗ। ଗତ ଶନିବାର ସାପ ବିଷ କାରବାର ଗ୍ୟାଙ୍ଗ ରାଜଧାନୀରୁ ଧରାପଡିବାପରେ […]

jnb

jnb

Tapas Behera
  • Published: Wednesday, 31 March 2021
  • Updated: 31 March 2021, 08:17 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସାପ ବିଷ କାରବାରରେ କ୍ରାଇମବ୍ରାଞ୍ଚ ତଦନ୍ତ ସୁପାରିସ ହୋଇଛି।  ଆନ୍ତର୍ଜାତିକ ଲିଙ୍କ୍ ସନ୍ଦେହ କରି ସୁପାରିସ କରିଛି ଜଙ୍ଗଲ ବିଭାଗ।  ଏହାସହ ଓ୍ୱାଇଲଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋକୁ ମଧ୍ୟ ଲେଖିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କ ଫୋନକଲ ରେକର୍ଡ କଲେ ରାକେଟ୍ ନେଟଓ୍ୱର୍କ ସାମନାକୁ ଆସିପାରିବ।  ବିଷ କାରବାରର ମାଷ୍ଟରମାଇଣ୍ଡ ଫେରାର ଥିବାବେଳେ କିଛି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରିଛି ବନବିଭାଗ।

ଗତ ଶନିବାର ସାପ ବିଷ କାରବାର ଗ୍ୟାଙ୍ଗ ରାଜଧାନୀରୁ ଧରାପଡିବାପରେ ଏହା ପଛରେ  ଆନ୍ତଃରାଜ୍ୟ ଓ ବିଦେଶ ଲିଙ୍କ୍ ଥିବା ସୂଚନା ଦେଇଛନ୍ତି ସିଟି ଡିଏଫ୍ଓ ଅଶୋକ ମିଶ୍ର। ୪ ଜିଲ୍ଲାରୁ ୬ ଅପରାଧି ଧରାପଡିବା ପରେ ଓଡିଶାରେ ଭେନମ୍ ଚାହିଦା ସେପରି ନଥିବାବେଳେ ଦେଶ ତଥା ବିଦେଶରେ ଚାହିଦା ଥିବା ଜଣାପଡୁଛି।  ବଲାଙ୍ଗିରରୁ ଭୁବନେଶ୍ୱର ସେଠାରୁ କୋଲକାତାର ଲିଙ୍କ୍ ବାହାରୁଛି । ଫୋନକଲ ଡିଟେଲସକୁ ନେଇ ଛାନଭିନ କଲେ ଅନେକ କିଛି ତଥ୍ୟ ମିଳିପାରିବ। ଜବତ ସାପ ବିଷ ୨୦୦ରୁ ୨୫୦ ସାପଙ୍କ ଠାରୁ ସଂଗ୍ରହ ହୋଇଥାଏପାରେ ବୋଲି ସନ୍ଦେହ କରାଯାଉଛି  । କାରବାରରେ ଅନେକ ସମ୍ପୃକ୍ତ ଥାଇ ପାରନ୍ତି।  ମାଷ୍ଟରମାଇଣ୍ଡ୍ ସତ୍ୟନାରାୟଣ ଦାସ ବର୍ତ୍ତମାନ ପର୍ଯ୍ୟନ୍ତ ଧରାପଡିନି । ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରୁ କେତେକଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି ପୁଲିସ। ଜବତ ସାପ ବିଷକୁ  ପରୀକ୍ଷା ଲାଗି ଡେରାଡୁନ ଏବଂ କୋଲକାତା ସ୍ଥିତ ଲାବୋରେଟୋରିକୁ ପଠାଯିବା ସହ ଫୋରେନସିକ୍‌ ମଧ୍ୟ ସହାୟତା ଲୋଡ଼ାଯାଇଛି।

ସାପ ବିଷର ଭାରତ ଏବଂ ବିଦେଶରେ ଅନେକ ଚାହିଦା ରହିଛି । ବଡ ବଡ ରେଭ୍ ପାର୍ଟିରେ ସ୍ନେକ ଭେନମ ରହିଛି ଚାହିଦା । ଏହି ବିଷକୁ ନିଶା ଡୋଜ ଆକାରରେ ବ୍ୟବହାର କରୁଥିବା  ସନ୍ଦେହ କରାଯାଉଛି । ଅନୁମତି ପାପ୍ତ ସଂଗୃହିତ ବିଷକୁ ଆଣ୍ଟି ଭେନମ୍ ତିଆରିରେ ବ୍ୟବହାର ହୋଇଥାଏ । ମାତ୍ର ବେଆଇନ ଭାବେ ସଂଗୃହିତ ଭେନମ୍ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି ।

ତେଣୁ ଏହି ବିଷ ଆସିଲା କେଉଁଠୁ? କେଉଁଆଡେ ଯାଇଥାନ୍ତା ? କାହା ଜରିଆରେ ଅନ୍ୟ ରାଜ୍ୟ କିମ୍ବା ବିଦେଶକୁ ଚାଲାଣ ହୋଇଥାନ୍ତା  ଏସବୁର ରହସ୍ୟ ବାହାର କରିବା ଜରୁରି ବୋଲି ଜବଲପୁର ସ୍ଥିତି ସେଣ୍ଟ୍ରାଲ ଜୋନ ଓ୍ୱାଇଲଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ଡେପୁଟି ଡାଇରେକ୍ଟର କହିଛନ୍ତି । ସେହିପରି ପୂର୍ବତନ ଅନରାରୀ ଓ୍ୱାର୍ଡେନଙ୍କ କହିବା କଥା ପୂରା ନେଟଓ୍ୱର୍କକୁ ତନାଘନା ଅନେକ ତଥ୍ୟ ପଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story