ବଡ଼ ଆଖଡ଼ା ମଠକୁ କର୍ଡନ କଲା ପୁଲିସ୍‌, ମହନ୍ତଙ୍କୁ ନେଇଗଲେ ଉପଜିଲ୍ଲାପାଳ

ପୁରୀ:(ଓଡ଼ିଶା ରିପୋର୍ଟର):ବିରୋଧ ଯୋଗୁଁ ସକାଳେ ଫେରିଯାଇଥିବା ପ୍ରଶାସନ ପୁଣି ଅପରାହ୍ନରେ ଆସି ହାଜର। ପୁରୀର ବଡ଼ ଆଖଡ଼ା ମଠକୁ ଉଚ୍ଛେଦ ପାଇଁ କର୍ଡନ କରିଛି ପୁଲିସ। ସେହିପରି ମଠ ନିକଟରେ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ବୁଲଡ୍ରୋଜର ମଧ୍ୟ ପହଞ୍ଚିଛି। ଅନ୍ୟପଟେ ବଡ଼ ଆଖଡ଼ା ମଠ ମହନ୍ତଙ୍କୁ ଉପଜିଲ୍ଲାପାଳ ସାଥିରେ ନେଇଯାଇଥିବା ଜଣାପଡ଼ିଛି। ମଠ ଭାଙ୍ଗିବାକୁ ପ୍ରଶାସନ ପ୍ରସ୍ତୁତ ହେଉଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି। ସେପଟେ ମଠର ଛାତ ଉପରେ ଏବଂ ମଠ  ଭିତରେ ବହୁ ସଂଖ୍ୟାରେ […]

bcc

bcc

Tapas Behera
  • Published: Tuesday, 03 September 2019
  • Updated: 03 September 2019, 06:14 PM IST

Sports

Latest News

ପୁରୀ:(ଓଡ଼ିଶା ରିପୋର୍ଟର):ବିରୋଧ ଯୋଗୁଁ ସକାଳେ ଫେରିଯାଇଥିବା ପ୍ରଶାସନ ପୁଣି ଅପରାହ୍ନରେ ଆସି ହାଜର। ପୁରୀର ବଡ଼ ଆଖଡ଼ା ମଠକୁ ଉଚ୍ଛେଦ ପାଇଁ କର୍ଡନ କରିଛି ପୁଲିସ। ସେହିପରି ମଠ ନିକଟରେ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ବୁଲଡ୍ରୋଜର ମଧ୍ୟ ପହଞ୍ଚିଛି। ଅନ୍ୟପଟେ ବଡ଼ ଆଖଡ଼ା ମଠ ମହନ୍ତଙ୍କୁ ଉପଜିଲ୍ଲାପାଳ ସାଥିରେ ନେଇଯାଇଥିବା ଜଣାପଡ଼ିଛି। ମଠ ଭାଙ୍ଗିବାକୁ ପ୍ରଶାସନ ପ୍ରସ୍ତୁତ ହେଉଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି।

ସେପଟେ ମଠର ଛାତ ଉପରେ ଏବଂ ମଠ  ଭିତରେ ବହୁ ସଂଖ୍ୟାରେ ସାଧୁ ସନ୍ଥ ରହିଥିବା ଜଣାପଡ଼ିଛି। ପରିସ୍ଥିତି ଉତ୍ତେଜନାମୂଳକ ଥିବାରୁ ଆଲୋଚନା ପାଇଁ ମଠ ମହନ୍ତଙ୍କୁ ଉପ ଜିଲ୍ଲପାଳ ସାଥିରେ ନେଇଛନ୍ତି । ଆଜି ସକାଳେ ମଠ ଭଙ୍ଗାଯିବା ନିଷ୍ପତ୍ତିକୁ ପ୍ରବଳ ବିରୋଧ ହୋଇଥିଲା। ଏହାପରେ ଉଚ୍ଛେଦ ପ୍ରକ୍ରିୟାକୁ ଜିଲ୍ଲା ପ୍ରଶାସନ ବନ୍ଦ ରଖିଥିଲା।

ରାଜ୍ୟ ଓ ରାଜ୍ୟ ବାହାରରୁ ବହୁତ ସଂଖ୍ୟାରେ ସାଧୁ ଏକାଠି ହୋଇ ପ୍ରକ୍ରିୟାକୁ ବିରୋଧ କରିଥିଲେ। ମଠ ଭାଙ୍ଗିବା ଲାଗି ସହମତି ଦେବାକୁ ପ୍ରଶାସନ ଚାପ ପକାଉଥିବା ଅଭିଯୋଗ କରିଥିଲେ ମହନ୍ତ ଓ ସାଧୁସନ୍ଥ । ବଡ଼ ଆଖଡ଼ା ମଠ ବିପଦ ସଂକୁଳ ବୋଲି ଦସ୍ତାବିଜରେ ଦସ୍ତଖତ କରିବାକୁ ପ୍ରଶାସନ ବାଧ୍ୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ସାଧୁସନ୍ଥଙ୍କ ବିରୋଧ ଯୋଗୁ ସକାଳେ ସଜବାଜ ହୋଇ ଆସିଥିବା ପ୍ରଶାସନ ମଠକୁ ଭାଙ୍ଗି ପାରି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story