ଡେଙ୍ଗୁ ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ରୀୟ ଟିମ୍‌ ପଠାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜୁଏଲଙ୍କ ଅନୁରୋଧ

ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟି ଓଡ଼ିଶାରେ ଦେଖା ଦେଇଥିବା ଡେଙ୍ଗୁ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ରାଜ୍ୟରେ ଡେଙ୍ଗୁ ଅଣାୟତ୍ତ ହେଲାଣି। ବର୍ତ୍ତମାନ ସୁଦ୍ଧା ବଡ଼ବିଲରେ ୬୪୯ ରୋଗୀଙ୍କ ରକ୍ତ ନମୂନାରେ ଡେଙ୍ଗୁ ଚିହ୍ନଟ ହୋଇଥିବା ଜୁଏଲ କେନ୍ଦ୍ରମନ୍ତ୍ରୀ ନଡ୍ଡାଙ୍କୁ ଜଣାଇଛନ୍ତି। ଓଡ଼ିଶାରେ ଡେଙ୍ଗୁ ସ୍ଥିତିର ସମୀକ୍ଷା ପାଇଁ ଏକ କେନ୍ଦ୍ରୀୟ ଟିମ୍‌ ପଠାଇବାକୁ ସେ ନଡ୍ଡାଙ୍କୁ ଅନୁରୋଧ କରିଛନ୍ତି। ଶୀଘ୍ର ଓଡ଼ିଶାକୁ ଏକ କେନ୍ଦ୍ରୀୟ […]

jual

jual

Rakesh Mallick
  • Published: Friday, 15 July 2016
  • Updated: 15 July 2016, 04:22 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟି ଓଡ଼ିଶାରେ ଦେଖା ଦେଇଥିବା ଡେଙ୍ଗୁ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ରାଜ୍ୟରେ ଡେଙ୍ଗୁ ଅଣାୟତ୍ତ ହେଲାଣି। ବର୍ତ୍ତମାନ ସୁଦ୍ଧା ବଡ଼ବିଲରେ ୬୪୯ ରୋଗୀଙ୍କ ରକ୍ତ ନମୂନାରେ ଡେଙ୍ଗୁ ଚିହ୍ନଟ ହୋଇଥିବା ଜୁଏଲ କେନ୍ଦ୍ରମନ୍ତ୍ରୀ ନଡ୍ଡାଙ୍କୁ ଜଣାଇଛନ୍ତି। ଓଡ଼ିଶାରେ ଡେଙ୍ଗୁ ସ୍ଥିତିର ସମୀକ୍ଷା ପାଇଁ ଏକ କେନ୍ଦ୍ରୀୟ ଟିମ୍‌ ପଠାଇବାକୁ ସେ ନଡ୍ଡାଙ୍କୁ ଅନୁରୋଧ କରିଛନ୍ତି।

ଶୀଘ୍ର ଓଡ଼ିଶାକୁ ଏକ କେନ୍ଦ୍ରୀୟ ଟିମ୍‌ ଆସି ଡେଙ୍ଗୁ ସ୍ଥିତିର ସମୀକ୍ଷା କରିବେ ବୋଲି ନଡ୍ଡା ପ୍ରତିଶ୍ରୁତି ଦେଇଥିବା ଜୁଏଲ କହିଛନ୍ତି।

ଡେଙ୍ଗୁ ସ୍ଥିତିକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, “ବର୍ତ୍ତମାନ ସୁଦ୍ଧା ୧୧୦୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବଡ଼ବିଲ ଓ ଜଗତପୁରରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ମୋଟ ୧୬୪ ଜଣ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। କେବଳ ଏସ୍‌ସିବିରେ ୧୨୭ ଜଣ ଚିକିତ୍ସିତ ହେଉଛନ୍ତି। ଏସ୍‌ସିବିରୁ ୩୦ ଜଣ ଡେଙ୍ଗୁ ରୋଗୀ ଚିକିତ୍ସା ପରେ ଭଲ ହୋଇ ଘରକୁ ଫେରିଛନ୍ତି।”

ସେ କହିଛନ୍ତି, “କେନ୍ଦୁଝର ଓ ବଡ଼ବିଲରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଜଗତପୁର ଶିଳ୍ପାଞ୍ଚଳରୁ ଅଧିକ ଡେଙ୍ଗୁ ରୋଗୀ ଆସୁଛନ୍ତି। ଆମ ବିଭାଗର ସଚିବ ଏବଂ ଶିଳ୍ପ ବିଭାଗର ଅଧିକାରୀମାନେ ଇଡକୋ ଓ କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଯେଉଁ ଶିଳ୍ପ ସଂସ୍ଥାରେ ଡେଙ୍ଗୁ ମଶା ସୃଷ୍ଟି ହେଉଛନ୍ତି, ସେମାନଙ୍କୁ ନିଜ ଶିଳ୍ପ ସଂସ୍ଥା ପରିସର ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story