ରାଜଧାନୀରେ ଡେଙ୍ଗୁ ବେକାବୁ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ କାୟା ବିସ୍ତାର କରି ଚାଲିଛି ଡେଙ୍ଗୁ। ସ୍ୱାସ୍ଥ୍ୟ ବିଭାଗ ଓ ବିଏମ୍‌ସିର ବ୍ୟାପକ ସଚେତନତା ସତ୍ତ୍ୱେ ଡେଙ୍ଗୁ କମିବାର ନାଁ ନେଉନି। ଡେଙ୍ଗୁ ଜ୍ୱରରେ ମୃତକଙ୍କ ସଂଖ୍ୟା ବଢି ଚାଲିଛି। ବର୍ତ୍ତମାନ ସୁଦ୍ଧା ସାଲିଆ ସାହିରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିଏମ୍‌ସିରେ ଏହାକୁ ମାନିବାକୁ ନାରାଜ। ବିଏମ୍‌ସି ରିପୋର୍ଟ ଅନୁଯାୟୀ- ଡେଙ୍ଗୁ ଜ୍ୱରରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଜଣଙ୍କର ମୃତ୍ୟୁ ହୋଇଛି।   ତେବେ ରାଜଧାନୀର […]

dengue-in bbsr

dengue-in bbsr

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 07:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ କାୟା ବିସ୍ତାର କରି ଚାଲିଛି ଡେଙ୍ଗୁ। ସ୍ୱାସ୍ଥ୍ୟ ବିଭାଗ ଓ ବିଏମ୍‌ସିର ବ୍ୟାପକ ସଚେତନତା ସତ୍ତ୍ୱେ ଡେଙ୍ଗୁ କମିବାର ନାଁ ନେଉନି। ଡେଙ୍ଗୁ ଜ୍ୱରରେ ମୃତକଙ୍କ ସଂଖ୍ୟା ବଢି ଚାଲିଛି। ବର୍ତ୍ତମାନ ସୁଦ୍ଧା ସାଲିଆ ସାହିରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିଏମ୍‌ସିରେ ଏହାକୁ ମାନିବାକୁ ନାରାଜ।

ବିଏମ୍‌ସି ରିପୋର୍ଟ ଅନୁଯାୟୀ- ଡେଙ୍ଗୁ ଜ୍ୱରରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଜଣଙ୍କର ମୃତ୍ୟୁ ହୋଇଛି।   ତେବେ ରାଜଧାନୀର ସାଲିଆ ସାହି ସମେତ ଓ୍ୱାର୍ଡ ନମ୍ବର ୧୬, ୨୦, ୨୧, ୨୪ ଡେଙ୍ଗୁ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଆଜି ଏହି ଅଞ୍ଚଳକୁ ବୁଲି ଦେଖିଛନ୍ତି ରାଜ୍ୟ ବିଜେପିର ଏକ ୫ ଜଣିଆ ଟିମ୍। ଡେଙ୍ଗୁ ଜ୍ୱରରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସାନ୍ତ୍ୱନା ମଧ୍ୟ ଦେଇଛି ବିଜେପିର ଏହି ଟିମ୍। ଏହାସହ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛି। ଗୋଟିଏ ପଟେ ସମଗ୍ର ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୯୦ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ୧୦୪ ଜଣ ବାହାର ଜାଗାରୁ ଆକ୍ରାନ୍ତ ହୋଇଥିବା ବେଳେ ୮୬ଜଣ ଏଠିକାର ବାସିନ୍ଦା  ଆକ୍ରାନ୍ତ ହୋଇଛନ୍ତି। ତେବେ ଅନେକ ସଚେତନତା ସତ୍ତ୍ୱେ ମଧ୍ୟ ଡେଙ୍ଗୁକୁ ରୋକିବାରେ ବିଫଳ ହୋଇଛି  ବିଏମ୍‌ସି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story