ଢେଙ୍କାନାଳରେ କଣ୍ଠଶିଳ୍ପୀ ଅନୁପ ଜଲୋଟା ହଟହଟା

ଢେଙ୍କାନାଳ: ଏକ କମ୍ପାନୀ କାର୍ଯ୍ୟକ୍ରମରେ ଗୀତ ଗାଇବାକୁ ଢେଙ୍କାନାଳ ଆସି ଫେରୁଥିବା ବେଳେ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଅନୁପ ଜଲୋଟାଙ୍କୁ ହଟହଟା ହେବାକୁ ପଡିଛି। କମ୍ପାନୀ ଗାଡ଼ିରେ ଭୁବନେଶ୍ୱର ଫେରୁଥିବା ବେଳେ ଢେଙ୍କାନାଳ କଲେଜ ବାଇପାସ୍‌ ରୋଡ ନିକଟରେ ଉକ୍ତ ଗାଡ଼ିକୁ ଚେକିଂ କରାଯାଇଥିଲା। ଚେକିଂ ବେଳେ ଡ୍ରାଇଭର ପାଖରେ ଲାଇସେନ୍ସ ନ ଥିବା ଜଣାପଡିଥିଲା। ଫଳରେ ଆରଟିଓ ଅଧିକାରୀମାନେ ଗାଡ଼ି ଚାଳକଙ୍କ ପାଖରୁ ୩୦୦ ଟଙ୍କା ଜରିମାନା ଆଦାୟ କରିବା ସହ ଅନୁପଙ୍କୁ କିଛି ସମୟ ଅଟକ […]

denkanala

denkanala

Rakesh Mallick
  • Published: Friday, 29 April 2016
  • Updated: 29 April 2016, 11:50 AM IST

Sports

Latest News

ଢେଙ୍କାନାଳ: ଏକ କମ୍ପାନୀ କାର୍ଯ୍ୟକ୍ରମରେ ଗୀତ ଗାଇବାକୁ ଢେଙ୍କାନାଳ ଆସି ଫେରୁଥିବା ବେଳେ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଅନୁପ ଜଲୋଟାଙ୍କୁ ହଟହଟା ହେବାକୁ ପଡିଛି। କମ୍ପାନୀ ଗାଡ଼ିରେ ଭୁବନେଶ୍ୱର ଫେରୁଥିବା ବେଳେ ଢେଙ୍କାନାଳ କଲେଜ ବାଇପାସ୍‌ ରୋଡ ନିକଟରେ ଉକ୍ତ ଗାଡ଼ିକୁ ଚେକିଂ କରାଯାଇଥିଲା। ଚେକିଂ ବେଳେ ଡ୍ରାଇଭର ପାଖରେ ଲାଇସେନ୍ସ ନ ଥିବା ଜଣାପଡିଥିଲା। ଫଳରେ ଆରଟିଓ ଅଧିକାରୀମାନେ ଗାଡ଼ି ଚାଳକଙ୍କ ପାଖରୁ ୩୦୦ ଟଙ୍କା ଜରିମାନା ଆଦାୟ କରିବା ସହ ଅନୁପଙ୍କୁ କିଛି ସମୟ ଅଟକ ରଖିଥିଲେ।

ଅନୁପଙ୍କୁ ପ୍ରଥମେ ଚିହ୍ନି ପାରି ନ ଥିବା ଆରଟିଓ ଅଧିକାରୀମାନେ ତାଙ୍କ ପରିଚୟ ଜାଣିବା ପରେ ତାଙ୍କ ସହ ଫଟୋ ଉଠାଇ ଛାଡି ଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଟିର ନାୟକ କହିଛନ୍ତି, “ଅଇନ ସମସ୍ତଙ୍କ ପାଇଁ ସମାନ। ଯାଞ୍ଚ ବେଳେ ଗାଡିର କାଗଜପତ୍ର ଠିକ ଥିବା ଜଣାପଡିଥିଲା। କେବଳ ଡ୍ରାଇଭର ପାଖରେ ଲାଇସେନ୍ସ ନ ଥିଲା। ତେଣୁ ଜମିମାନା ଆଦାୟ କରାଯାଇ ଛାଡି ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story