ଦେବଗଡ଼ ବସ୍‌ ଦୁର୍ଘଟଣା: ମୃତ୍ୟୁମୁଖରୁ ବଞ୍ଚିଗଲା ୮ମାସର ଶିଶୁକନ୍ୟା

ଦେବଗଡ଼: କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ’। ଏହି ଉକ୍ତି ଦେବଗଡ଼ ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୮ମାସର ଏକ ଶିଶୁକନ୍ୟା କ୍ଷେତ୍ରରେ ସତ୍ୟରେ ପରିଣତ ହୋଇଛି। ଦୁର୍ଘଟଣାରେ ବାପା ଓ ୫ ବର୍ଷର ଭାଇ ଆରପାରିକୁ ଚାଲିଯାଇଥିବା ବେଳେ ଶୌଭାଗ୍ୟକୁ ମାଆ ଲକ୍ଷ୍ମୀପ୍ରିୟା ପଟେଲ ସହ ଶିଶୁକନ୍ୟା ବଞ୍ଚି ଯାଇଛି। କେବଳ ସେ ନୁହେଁ ଏମିତି ବି ଜଣେ ଯୁବକ ଅଛନ୍ତି ଯିଏ ଆହତ ହୋଇ ମଧ୍ୟ ନିଜ ସାଥୀଙ୍କୁ […]

deogarh1

deogarh1

Rakesh Mallick
  • Published: Monday, 18 April 2016
  • Updated: 18 April 2016, 05:32 PM IST

ଦେବଗଡ଼: କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ’। ଏହି ଉକ୍ତି ଦେବଗଡ଼ ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୮ମାସର ଏକ ଶିଶୁକନ୍ୟା କ୍ଷେତ୍ରରେ ସତ୍ୟରେ ପରିଣତ ହୋଇଛି। ଦୁର୍ଘଟଣାରେ ବାପା ଓ ୫ ବର୍ଷର ଭାଇ ଆରପାରିକୁ ଚାଲିଯାଇଥିବା ବେଳେ ଶୌଭାଗ୍ୟକୁ ମାଆ ଲକ୍ଷ୍ମୀପ୍ରିୟା ପଟେଲ ସହ ଶିଶୁକନ୍ୟା ବଞ୍ଚି ଯାଇଛି। କେବଳ ସେ ନୁହେଁ ଏମିତି ବି ଜଣେ ଯୁବକ ଅଛନ୍ତି ଯିଏ ଆହତ ହୋଇ ମଧ୍ୟ ନିଜ ସାଥୀଙ୍କୁ ବସ୍‌ରୁ ବାହାର କରି ତାଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଛନ୍ତି। କାଳରାତିରେ ମୃତ୍ୟୁ ଚାରିଆଡେ ତାଣ୍ଡବ ଖେଳାଇଥିବା ବେଳେ ପୂଜା ଛତ୍ରିଆ ଆହତ ଅବସ୍ଥାରେ ଅପୂର୍ବ ସାହାସ ଦେଖାଇ ନିଜ ସାଥୀଙ୍କୁ ବଞ୍ଚାଇ ଥିଲେ।

ଲକ୍ଷ୍ମୀପ୍ରିୟା କହିଛନ୍ତି, “ସାରା ରାତି ଅଭିନୟ କରି ଥକି ପଡିଥିଲି। ବସ୍‌ ଯାତ୍ରା ବେଳେ ଆଖି ଲାଗିଯାଇଥିଲା। କୋଳରେ ୮ମାସର ଝିଅ ଥିଲା। ଏକ ବଡ଼ ଶଦ୍ଦରେ ନିଦ ଭାଙ୍ଗି ଯାଇଥିଲା। ହେଲେ ସେତେବେଳକୁ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ମଝି ସିଟ୍‌ରୁ ଝିଅ ସହ ତଳକୁ ଛିଟିକି ପଡିଥିଲି। ଆଖି ଆଗରେ ସ୍ୱମୀ ଓ ପୁଅ ମୃତଦେହ ପଡିଥିବା ଦେଖିଥିଲି।”

ଲକ୍ଷ୍ମୀଙ୍କ ଦୁର୍ଘଟଣା କଥା ଜଣାପଡିବା ପରେ ତାଙ୍କ ବାପଘର ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ବରଡିହ ଗାଁରେ ଶୋକର ଛାୟା ଖେଳିଯାଇଛି। ସାରାଦିନ ଗାଁ ଖାଲି ଖାଲି ଲାଗୁଥିଲା। କାହାରିଙ୍କ ଯେମିତି କାହା ସହ କଥା ହେବାକୁ ଆଗ୍ରହ ଦେଖିବାକୁ ମିଳୁ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story