ମାଓ ମୁକାବିଲା ପାଇଁ ଡିଜିପି ଏବଂ ବିଏସ୍‌ଏଫ ଏଡିଜିଙ୍କ ଗୁପ୍ତ ମନ୍ତ୍ରଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଓ ମୁକାବିଲା ପାଇଁ ପୋଲିସ ବିଭାଗ ଓ ବିଏସ୍‌ଏଫ ପକ୍ଷରୁ କରାଯାଉଛି ମିଳିତ ଯୋଜନା। ଏହାକୁ କିପରି ଫଳପ୍ରଦ କରାଯିବ, ସେ ବିଷୟରେ ଆଜି ଡିଜିପି ଆରପି ଶର୍ମାଙ୍କୁ ଭେଟି ବିଏସ୍‌ଏଫ୍‌ ଏଡିଜି ଅରୁଣ କୁମାର ଆଲୋଚନା କରିଛନ୍ତି। ଭୁବନେଶ୍ୱର କ୍ୟାମ୍ପ ଅଫିସ୍‌ରେ ମାଓ ଦମନ ନେଇ ମିଳିତ ଅପରେସନ୍ ସମ୍ପର୍କରେ ଏହି ଆଲୋଚନା କରାଯାଇଛି। ଆଗକୁ ମାଓ ଦମନ ରଣନୀତି କିପରି ରହିବ, ସେନେଇ ଉଭୟଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି। […]

dgp

dgp

Rakesh Mallick
  • Published: Sunday, 17 December 2017
  • Updated: 17 December 2017, 09:21 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଓ ମୁକାବିଲା ପାଇଁ ପୋଲିସ ବିଭାଗ ଓ ବିଏସ୍‌ଏଫ ପକ୍ଷରୁ କରାଯାଉଛି ମିଳିତ ଯୋଜନା। ଏହାକୁ କିପରି ଫଳପ୍ରଦ କରାଯିବ, ସେ ବିଷୟରେ ଆଜି ଡିଜିପି ଆରପି ଶର୍ମାଙ୍କୁ ଭେଟି ବିଏସ୍‌ଏଫ୍‌ ଏଡିଜି ଅରୁଣ କୁମାର ଆଲୋଚନା କରିଛନ୍ତି। ଭୁବନେଶ୍ୱର କ୍ୟାମ୍ପ ଅଫିସ୍‌ରେ ମାଓ ଦମନ ନେଇ ମିଳିତ ଅପରେସନ୍ ସମ୍ପର୍କରେ ଏହି ଆଲୋଚନା କରାଯାଇଛି।

ଆଗକୁ ମାଓ ଦମନ ରଣନୀତି କିପରି ରହିବ, ସେନେଇ ଉଭୟଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି।

ଗତକାଲି ବିଏସ୍‌ଏଫ୍‌ ଏଡିଜି ଅରୁଣ କୁମାର ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବିଚ୍ଛିନ୍ନାଞ୍ଚଳର ଲୁଚାପାଣି ଓ ବନ୍ଧଗୁଡ଼ା ଜଙ୍ଗଲ ଯାଇ ସ୍ଥିତିର ସମୀକ୍ଷା କରିଥିଲେ। ମାର୍ଚ୍ଚ ସୁଦ୍ଧା ଗୁରୁପ୍ରିୟା ସେତୁ କାମ ସଂପୂର୍ଣ୍ଣ ହେଲେ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ମୂଳପୋଛ କରାଯିବ ବୋଲି ଏହି ଅବସରରେ ଏଡିଜି କହିଥିଲେ।

https://www.youtube.com/watch?v=XCfZz65CKLs

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story